ସୁବାସ ସାହୁ

ଉଇକିପିଡ଼ିଆ‌ରୁ
(Subhash Sahooରୁ ଲେଉଟି ଆସିଛି)
ସୁବାସ ସାହୁ
Born
ସୁବାସ ସାହୁ
Nationalityଭାରତୀୟ
Spouseସୁପ୍ରଭା ସାହୁ
Childrenଶୁଭଶ୍ରୀ, ଶୁଭମ
Parentଆଦିକନ୍ଦ ସାହୁ
ସଚିତା ସାହୁ

ସୁବାସ ସାହୁ, ଜଣେ ହିନ୍ଦୀ,ଓଡ଼ିଆ ଓ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିବା ଅଡ଼ିଓଗ୍ରାଫର ଓ ନିର୍ଦ୍ଦେଶକ ।[୧] ଓମାକାରା ଓ କମିନେ ଆଦି ହିନ୍ଦୀ ଚଳଚ୍ଚିତ୍ର ତଥା ନୀଳ ମାଷ୍ଟରାଣୀହେଲୋ ଆରସୀ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସାଉଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟକରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି ।[୨]

ସୁବାସ, ଓଡ଼ିଶାରୁ ଇଞ୍ଜିନିୟରିଂ ସ୍ନାତକ ସାରି, ପୁନା ଫିଲ୍ମ ଇନଷ୍ଟିଚ୍ୟୁଟରୁ ସାଉଣ୍ଡ ଇଞ୍ଜିନିୟରିଂ ପାଠ ପଢିଛନ୍ତି । ୨୦୦୯ ମସିହାରୁ ସେ ବମ୍ବେ ସାଉଣ୍ଡ ଆସୋସିଏସନର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ନିଜ ମା' ସଚିତାଙ୍କ ଉପରେ "ସେବବୋଉ" ନାମରେ ସେ ଏକ ବୃତ୍ତଚିତ୍ର ନିର୍ମାଣ କରିଛନ୍ତି ।[୩] 'ସେବ' ତାଙ୍କ ବଡ଼ ଭଉଣୀ ।[୪]

କାମ କରିଥିବା ଚଳଚ୍ଚିତ୍ର[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

  • ନୀଳ ମାଷ୍ଟରାଣୀ
  • କେବେ ତୁମେ ନାହଁ କେବେ ମୁଁ ନାହିଁ
  • ଲାଲ ଓଢ଼ଣୀ
  • ମିମାଂଶା
  • ହେଲୋ ଆରସୀ
  • ନନ୍ଦନ
  • ତୁମକୁ ପାରୁନି ତ ଭୂଲି

ହିନ୍ଦୀ[ସମ୍ପାଦନା]

  • ବେଲଗମ
  • ପରଫେକ୍ଟ ହଜବ୍ୟାଣ୍ଡ
  • ସମୟ
  • କିଙ୍ଗ ଅଫ ବଲିଉଡ଼
  • ଗାର୍ଲଫ୍ରେଣ୍ଡ
  • ଏ କ୍ୟା ହୋ ରହା ହେ
  • ଦ ଫିଲ୍ମ
  • ପେହେଚାନ
  • ଅନଜାନେ
  • ଦ ଅନନୋନ
  • ଖୋସଲା କା ଘୋସଲା
  • ଓମକାରା
  • ଖୋୟା ଖୋୟା ଚାନ୍ଦ
  • ସେଲୁନ
  • ବମ୍ବେ ସମର
  • କମିନେ
  • ସିକନ୍ଦର
  • ତେରା କ୍ୟା ହୋଗା ଜାନୀ
  • ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ
  • ରକ ଦ ସାଦୀ
  • ଭୂମି
  • ରାହତ କାଜମୀ
  • ପ୍ୟାର କା ପଞ୍ଚନାମା
  • ମୌସମ
  • ଘୋଷ୍ଟ
  • ହଣ୍ଟର
  • ଏନଏଚ-୧୦
  • ପିହୁ
  • ଗେଷ୍ଟ ଇନ ଲଣ୍ଡନ
  • କୁମ୍ଭ
  • ମେଡ଼ ଇନ ଚାଇନା
  • ଚମନ ବାହାର
  • କେଡି
  • ବ୍ରିଜମୋହନ ଅମର ରହେ
  • ହରଦଙ୍ଗ
  • ହମିଦ
  • ଟନି
  • ଗାନ୍ଧାରୀ
  • ତୁହ୍ମାରୀ ସୁଲୁ
  • ଆଇପେଡ
  • ଇସ୍କ ଦରିଆ
  • ତଥାଗତ
  • ଫିରଙ୍ଗୀ
  • ମିସ ତୁନକପୁରୀ ହାଜୀର ହୋ
  • କ୍ୟା ଦିଲ୍ଲୀ କ୍ୟା ଲାହୋର
  • କୋଏଲ ଆଞ୍ଚଲ
  • ହସି ତୋ ଫସି

ଗୁଜରାଟୀ[ସମ୍ପାଦନା]

  • ଛେଲୋ ଦିବାସ
  • ରଙ୍ଗ ସାଇଡ଼ ରାଜୁ
  • କରଶନ ଦାସ ପେ ଆଣ୍ଡ ଇଉଜ
  • ବନ୍ଦ ବିଲାଶ
  • ସର୍ତ୍ତଲାଗୁ
  • ହେଲୋରୋ
  • ସୁ ଥାଉ

ମରାଠୀ ଓ ପଞ୍ଜାବୀ[ସମ୍ପାଦନା]

  • ଡ ରଖମା ବାଈ
  • ପୃଥିବୀ ରାଜ କପୁର

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୬(ଓମକାରା), ୨୦୦୯(କମିନେ)[୫]
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୯୭(ନୀଳ ମାଷ୍ଟରାଣୀ), ୨୦୧୬(ସୁକ ଆସୁଛି), ୨୦୧୬(ମିମାଂଶା), ୨୦୧୮(ହେଲୋ ଆରସୀ)
  • ମହାରାଷ୍ଟ୍ର ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ଼ - ୨୦୧୭(ରଙ୍ଗ ସାଇଡ଼ ରାଜୁ)[୬]

ଆଧାର[ସମ୍ପାଦନା]

  1. India. Ministry of Information and Broadcasting (2013). Annual Report. Director, Publications Division, Ministry of Information and Broadcasting, Government of India.
  2. "Bollywood Sound-Recordist Makes Docu On Mother To Pay Tribute". odishatv.in. odisha tv. Retrieved 10 February 2020.
  3. "Recordist films life of mother". www.telegraphindia.com. the telegraph. Retrieved 10 February 2020.
  4. "Bollywood sound-recordist makes docu on mother to pay tribute". www.business-standard.com. business standard. Retrieved 10 February 2020.
  5. "57th National Film Awards for the Year 2009 Announced". pib.gov.in. pib.gov.in. Retrieved 10 February 2020.
  6. "ବ୍ୟକ୍ତିତ୍ୱ". odishanewsnitidin.com/. ନିତିଦିନ, ୦୭/୦୨/୨୦୨୦ ପୃଷ୍ଠା ୯. Retrieved 10 February 2020.

ବାହାର ଆଧାର[ସମ୍ପାଦନା]