ସୁବାସ ସାହୁ
ଦେଖଣା
(Subhash Sahooରୁ ଲେଉଟି ଆସିଛି)
ସୁବାସ ସାହୁ | |
---|---|
ଜନ୍ମ | ସୁବାସ ସାହୁ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ସୁପ୍ରଭା ସାହୁ |
ସନ୍ତାନ | ଶୁଭଶ୍ରୀ, ଶୁଭମ |
ପିତାମାତା | ଆଦିକନ୍ଦ ସାହୁ ସଚିତା ସାହୁ |
ସୁବାସ ସାହୁ, ଜଣେ ହିନ୍ଦୀ,ଓଡ଼ିଆ ଓ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିବା ଅଡ଼ିଓଗ୍ରାଫର ଓ ନିର୍ଦ୍ଦେଶକ ।[୧] ଓମାକାରା ଓ କମିନେ ଆଦି ହିନ୍ଦୀ ଚଳଚ୍ଚିତ୍ର ତଥା ନୀଳ ମାଷ୍ଟରାଣୀ ଓ ହେଲୋ ଆରସୀ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସାଉଣ୍ଡ ଇଞ୍ଜିନିୟର ଭାବରେ କାର୍ଯ୍ୟକରି ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି ।[୨]
ସୁବାସ, ଓଡ଼ିଶାରୁ ଇଞ୍ଜିନିୟରିଂ ସ୍ନାତକ ସାରି, ପୁନା ଫିଲ୍ମ ଇନଷ୍ଟିଚ୍ୟୁଟରୁ ସାଉଣ୍ଡ ଇଞ୍ଜିନିୟରିଂ ପାଠ ପଢିଛନ୍ତି । ୨୦୦୯ ମସିହାରୁ ସେ ବମ୍ବେ ସାଉଣ୍ଡ ଆସୋସିଏସନର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ନିଜ ମା' ସଚିତାଙ୍କ ଉପରେ "ସେବବୋଉ" ନାମରେ ସେ ଏକ ବୃତ୍ତଚିତ୍ର ନିର୍ମାଣ କରିଛନ୍ତି ।[୩] 'ସେବ' ତାଙ୍କ ବଡ଼ ଭଉଣୀ ।[୪]
କାମ କରିଥିବା ଚଳଚ୍ଚିତ୍ର
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ନୀଳ ମାଷ୍ଟରାଣୀ
- କେବେ ତୁମେ ନାହଁ କେବେ ମୁଁ ନାହିଁ
- ଲାଲ ଓଢ଼ଣୀ
- ମିମାଂଶା
- ହେଲୋ ଆରସୀ
- ନନ୍ଦନ
- ତୁମକୁ ପାରୁନି ତ ଭୂଲି
ହିନ୍ଦୀ
[ସମ୍ପାଦନା]- ବେଲଗମ
- ପରଫେକ୍ଟ ହଜବ୍ୟାଣ୍ଡ
- ସମୟ
- କିଙ୍ଗ ଅଫ ବଲିଉଡ଼
- ଗାର୍ଲଫ୍ରେଣ୍ଡ
- ଏ କ୍ୟା ହୋ ରହା ହେ
- ଦ ଫିଲ୍ମ
- ପେହେଚାନ
- ଅନଜାନେ
- ଦ ଅନନୋନ
- ଖୋସଲା କା ଘୋସଲା
- ଓମକାରା
- ଖୋୟା ଖୋୟା ଚାନ୍ଦ
- ସେଲୁନ
- ବମ୍ବେ ସମର
- କମିନେ
- ସିକନ୍ଦର
- ତେରା କ୍ୟା ହୋଗା ଜାନୀ
- ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ
- ରକ ଦ ସାଦୀ
- ଭୂମି
- ରାହତ କାଜମୀ
- ପ୍ୟାର କା ପଞ୍ଚନାମା
- ମୌସମ
- ଘୋଷ୍ଟ
- ହଣ୍ଟର
- ଏନଏଚ-୧୦
- ପିହୁ
- ଗେଷ୍ଟ ଇନ ଲଣ୍ଡନ
- ର
- କୁମ୍ଭ
- ମେଡ଼ ଇନ ଚାଇନା
- ଚମନ ବାହାର
- କେଡି
- ବ୍ରିଜମୋହନ ଅମର ରହେ
- ହରଦଙ୍ଗ
- ହମିଦ
- ଟନି
- ଗାନ୍ଧାରୀ
- ତୁହ୍ମାରୀ ସୁଲୁ
- ଆଇପେଡ
- ଇସ୍କ ଦରିଆ
- ତଥାଗତ
- ଫିରଙ୍ଗୀ
- ମିସ ତୁନକପୁରୀ ହାଜୀର ହୋ
- କ୍ୟା ଦିଲ୍ଲୀ କ୍ୟା ଲାହୋର
- କୋଏଲ ଆଞ୍ଚଲ
- ହସି ତୋ ଫସି
ଗୁଜରାଟୀ
[ସମ୍ପାଦନା]- ଛେଲୋ ଦିବାସ
- ରଙ୍ଗ ସାଇଡ଼ ରାଜୁ
- କରଶନ ଦାସ ପେ ଆଣ୍ଡ ଇଉଜ
- ବନ୍ଦ ବିଲାଶ
- ସର୍ତ୍ତଲାଗୁ
- ହେଲୋରୋ
- ସୁ ଥାଉ
ମରାଠୀ ଓ ପଞ୍ଜାବୀ
[ସମ୍ପାଦନା]- ଡ ରଖମା ବାଈ
- ପୃଥିବୀ ରାଜ କପୁର
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ୨୦୦୬(ଓମକାରା), ୨୦୦୯(କମିନେ)[୫]
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୯୭(ନୀଳ ମାଷ୍ଟରାଣୀ), ୨୦୧୬(ସୁକ ଆସୁଛି), ୨୦୧୬(ମିମାଂଶା), ୨୦୧୮(ହେଲୋ ଆରସୀ)
- ମହାରାଷ୍ଟ୍ର ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ଼ - ୨୦୧୭(ରଙ୍ଗ ସାଇଡ଼ ରାଜୁ)[୬]
ଆଧାର
[ସମ୍ପାଦନା]- ↑ India. Ministry of Information and Broadcasting (2013). Annual Report. Director, Publications Division, Ministry of Information and Broadcasting, Government of India.
- ↑ "Bollywood Sound-Recordist Makes Docu On Mother To Pay Tribute". odishatv.in. odisha tv. Retrieved 10 February 2020.
- ↑ "Recordist films life of mother". www.telegraphindia.com. the telegraph. Retrieved 10 February 2020.
- ↑ "Bollywood sound-recordist makes docu on mother to pay tribute". www.business-standard.com. business standard. Retrieved 10 February 2020.
- ↑ "57th National Film Awards for the Year 2009 Announced". pib.gov.in. pib.gov.in. Retrieved 10 February 2020.
- ↑ "ବ୍ୟକ୍ତିତ୍ୱ". odishanewsnitidin.com/. ନିତିଦିନ, ୦୭/୦୨/୨୦୨୦ ପୃଷ୍ଠା ୯. Retrieved 10 February 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁବାସ ସାହୁ