ଶ୍ୱେତା ବାନ୍ଦେକର
ଦେଖଣା
(Shwetha Bandekarରୁ ଲେଉଟି ଆସିଛି)
ଶ୍ୱେତା ବନ୍ଦେକାର | |
|---|---|
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ସ୍ୱପ୍ନା |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୭ - ଏବେଯାଏଁ |
ଶ୍ୱେତା ବନ୍ଦେକାର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି କଥାଚିତ୍ର ସହିତ ତାମିଲ ଦୂରଦର୍ଶନରେ ଜଗତରେ କାମ କରନ୍ତି । ସେ ଅଲୱାର, ବଲ୍ଲୁବନ ବାସୁକି ଓ ସନ୍ ଟିଭିର ଧାରାବାହିକ ଚନ୍ଦ୍ରଲେଖାରେ କାମ କରିଛନ୍ତି ।[୧][୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଚେନ୍ନାଇ ନିକଟସ୍ଥ ପିଏମ୍ଆର୍ ଇଞ୍ଜିନିୟରିଂ କଲେଜରୁ ସ୍ନାତକ ଓ ପରେ ଏମ୍ବିଏ କରିଛନ୍ତି ।[୩][୪]
ଅଭିନୟ ଜୀବନ
[ସମ୍ପାଦନା]ବନ୍ଦେକାର ପ୍ରଥମେ ତାମିଲ କଥାଚିତ୍ର ଆଲୱାର ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅଜିତ କୁମାରଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ୨୦୦୭ ମସିହାରୁ ୨୦୧୨ ଯାଏଁ ସେ ଅନ୍ୟାନ୍ୟ କଥାଚିତ୍ରରେ ନାୟିକା ଭାବରେ କାମ କରିଥିଲେ । ମଗଲ ଜରିଆରେ ସେ ଦୂରଦର୍ଶନ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ, ଯାହାର ୧୦୦୦ରୁ ଅଧିକ ଭାଗ ପ୍ରସାରିତ ହୋଇଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା |
|---|---|---|---|
| ୨୦୦୭ | ଆଲୱାର | କଳ୍ପନା | ତାମିଲ |
| ୨୦୦୮ | ବଲ୍ଲୁବନ ବାସୁକି | ବାସୁକି | ତାମିଲ |
| ଚେଦୁଗୁଡୁ | ତେଲୁଗୁ | ||
| ୨୦୧୧ | ପୁଭା ଥାଲାଇୟା | ତାମିଲ | |
| ୨୦୧୨ | ପାଯାନାଙ୍ଗଲ ଥୋଦାରମ୍ | ତାମିଲ | |
| ମୀରାଭୁଦନ କୃଷ୍ଣ | ମୀରା | ତାମିଲ | |
| ବୀରାଚୋଝାନ | ତାମିଲ | ||
| ଇଦାୟମ୍ ଥିରାଇରାଙ୍ଗମ୍ | ତାମିଲ | ||
| ୨୦୧୪ | ନାନ ଥାନ ବାଲା | ବୈଶାଳୀ | ତାମିଲ |
| ୨୦୧୫ | ଭୂଲୋହମ୍ | ତାମିଲ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୦୯–୨୦୧୧ | ମଗଲ | ସ୍ୱପ୍ନା | ସନ୍ ଟିଭି | |
| ୨୦୧୪–୨୦୧୧ | ଚନ୍ଦ୍ରଲେଖା | ଚନ୍ଦ୍ରା ଏବଂ ନିଲା | ଦ୍ୱୈତ ଭୂମିକା | |
| ୨୦୧୬ | ଲକ୍ଷ୍ମୀ ବନ୍ଦାଚୁ | ଲାଚୁ | ଜୀ ତାମିଲ | |
| ୨୦୧୯ | ନିଲା | ଚନ୍ଦ୍ରା | ସନ୍ ଟିଭି | ସ୍ୱତନ୍ତ୍ର ଅତିଥି |
| ୨୦୨୦ | ରୋଜା | |||
| ମାଗାରାସି | ||||
| ୨୦୨୧ | ଅମ୍ବେ ୱା | |||
| ୨୦୨୩ | ଚିନ୍ତାମଣି | ଈଶ୍ୱରୀ | ଦ୍ୱୈତ ଭୂମିକା |
ଆଧାର
[ସମ୍ପାଦନା]- ↑ S. R. Ashok Kumar. "My First Break: Swetha". The Hindu.
- ↑ "TV actress Shwetha Bandekar announces pregnancy with a sweet post". The Times of India. 2023-05-17. ISSN 0971-8257. Retrieved 2023-06-21.
- ↑ "Swetha: studies first". Archived from the original on 2025-02-01. Retrieved 2024-05-07.
- ↑ "Swetha's cool with not-so-homely roles!". The New Indian Express.[dead link]