ଶିବାନୀ ଭାଇ
ଦେଖଣା
(Shivani Bhaiରୁ ଲେଉଟି ଆସିଛି)
ଶିବାନୀ ଭାଇ | |
|---|---|
ବିଦିୟାଲ କାରନମରେ ଶିବାନୀ | |
| ଜନ୍ମ | ତିରୁଅନନ୍ତପୁରମ, କେରଳ, ଭାରତ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା |
| ସକ୍ରିୟ ବର୍ଷ | ୨୦୦୭–ଏବେଯାଏଁ |
ଶିବାନୀ ଭାଇ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଓ ଉପସ୍ଥାପିକା । ସେ ମୁଖ୍ୟତଃ ମାଲାୟାଲାମ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ଏହା ବ୍ୟତୀତ, ସେ ଜଣେ ଦୂରଦର୍ଶନର ଉପସ୍ଥାପିକା ଭାବରେ ମଧ୍ୟ କାମ କରନ୍ତି ।
ଅଭିନୟ ଜୀବନ
[ସମ୍ପାଦନା]ଶିବାନୀ ଜଣେ ଶିଶୁ କଳାକାର ଭାବରେ ୧୯୯୭ ମସିହାରେ କାମ କରିଥିଲେ । ୨୦୦୮ ମସିହାରେ, ସେ ମାମ୍ମୁଟିଙ୍କ ସହିତ ଅନ୍ନାନ ତମ୍ବି କଥାଚିତ୍ର ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧][୨] ୨୦୦୯ ମସିହାରେ, ସେ ଜୟରାମଙ୍କ ସହିତ ତାଙ୍କର ତୃତୀୟ ମାଲାୟଲମ କଥାଚିତ୍ର ରହସ୍ୟ ପୋଲିସ୍ରେ କାମ କରିଥିଲେ ।[୩][୪] ତାଙ୍କ ୨ୟ କଥାଚିତ୍ର ବୁଲେଟ୍ରେ, ସେ ସୁରେଶ ଗୋପୀଙ୍କ ସହିତ କାମ କରିଥିଲେ ।[୫] ସେ ତାମିଲ କଥାଚିତ୍ର ନାଙ୍ଗରେ କାମ କରିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା |
|---|---|---|---|
| ୧୯୯୭ | ଗୁରୁ | ଶିଶୁ କଳାକାର | ମାଲାୟଲମ |
| ୨୦୦୮ | ଅନ୍ନାନ ତମ୍ବି | ଅମ୍ମୁ | ମାଲାୟଲମ |
| ବୁଲେଟ୍ | ବର୍ଷା | ||
| ୨୦୦୯ | ରହସ୍ୟ ପୋଲିସ୍ | ମନିକୁଟ୍ଟି | |
| ୨୦୧୦ | ସ୍ୱପ୍ନମଲିକା | ||
| ୨୦୧୧ | ଚାଇନା ଟାଉନ୍ | ହନି | |
| ଯକ୍ଷିୟମ ନିଜାନୁମ୍ | ଅଶ୍ୱାଥି | ||
| ୨୦୧୨ | ଆନନ୍ଦମ ଆରାମ୍ଭମ୍ | ସୁଜି | ତାମିଲ |
| ନାଙ୍ଗ | ରେବତୀ | ||
| କାନ୍ନୀରିନୁମ ମଧୁରମ | ବିମଳା | ||
| ୨୦୧୭ | ଏନ୍ନୁମ | ହିରୋଇନ୍ | ମାଲାୟଲମ |
| ମୈଥିଲି ବୀନ୍ଦୁମ ବରୁନ୍ନୁ | ମୈଥିଲି | ||
| ନୀଲାବାରିୟାତେ | ଶିବାନୀ | ||
| ୨୦୧୮ | ଇସ୍ସାସିନ୍ତେ କଦକାଲ | ଶହିନା | |
| - | ସୁଖେଶିନୁ ପେନ୍ନୁ କିଟ୍ଟିନ୍ନିଲ୍ଲା | ଦେବୀ | |
| ୨୦୨୪ | ଡିଏନ୍ଏ | ରେବତୀ |
ଆଧାର
[ସମ୍ପାଦନା]- ↑ "Annan Thampi". Keralamax.com. Archived from the original on 13 July 2011. Retrieved 22 July 2010.
- ↑ "My-Kerala Movies". Archived from the original on 16 May 2008. Retrieved 22 July 2010.
- ↑ "Shivani". Zonkerala.com. Archived from the original on 2 September 2010. Retrieved 22 July 2010.
- ↑ "Malayalam Movie Gallery : Rahasya-police Photos : Ayilya, Samvrutha, Mangala, Sivani". Cinepicks.com. Archived from the original on 11 December 2009. Retrieved 22 July 2010.
- ↑ "Sivani Bai,Manraj". Cinespot.net. Retrieved 22 July 2010.
- ↑ cinesouth (24 June 2010). "Dailynews - 13 newcomers in Nanga: Director Selva". Cinesouth.com. Archived from the original on 26 June 2010. Retrieved 22 July 2010.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶିବାନୀ ଭାଇ