Jump to content

ଶିବାନୀ ଭାଇ

ଉଇକିପିଡ଼ିଆ‌ରୁ
ଶିବାନୀ ଭାଇ
ବିଦିୟାଲ କାରନମରେ ଶିବାନୀ
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୭–ଏବେଯାଏଁ

ଶିବାନୀ ଭାଇ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଓ ଉପସ୍ଥାପିକା । ସେ ମୁଖ୍ୟତଃ ମାଲାୟାଲାମ, ତେଲୁଗୁ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି । ଏହା ବ୍ୟତୀତ, ସେ ଜଣେ ଦୂରଦର୍ଶନର ଉପସ୍ଥାପିକା ଭାବରେ ମଧ୍ୟ କାମ କରନ୍ତି ।

ଅଭିନୟ ଜୀବନ

[ସମ୍ପାଦନା]

ଶିବାନୀ ଜଣେ ଶିଶୁ କଳାକାର ଭାବରେ ୧୯୯୭ ମସିହାରେ କାମ କରିଥିଲେ । ୨୦୦୮ ମସିହାରେ, ସେ ମାମ୍ମୁଟିଙ୍କ ସହିତ ଅନ୍ନାନ ତମ୍ବି କଥାଚିତ୍ର ଜରିଆରେ ମାଲାୟଲମ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[][] ୨୦୦୯ ମସିହାରେ, ସେ ଜୟରାମଙ୍କ ସହିତ ତାଙ୍କର ତୃତୀୟ ମାଲାୟଲମ କଥାଚିତ୍ର ରହସ୍ୟ ପୋଲିସ୍‍‍ରେ କାମ କରିଥିଲେ ।[][] ତାଙ୍କ ୨ୟ କଥାଚିତ୍ର ବୁଲେଟ୍‌ରେ, ସେ ସୁରେଶ ଗୋପୀଙ୍କ ସହିତ କାମ କରିଥିଲେ ।[] ସେ ତାମିଲ କଥାଚିତ୍ର ନାଙ୍ଗରେ କାମ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷା
୧୯୯୭ଗୁରୁଶିଶୁ କଳାକାରମାଲାୟଲମ
୨୦୦୮ଅନ୍ନାନ ତମ୍ବିଅମ୍ମୁମାଲାୟଲମ
ବୁଲେଟ୍ବର୍ଷା
୨୦୦୯ରହସ୍ୟ ପୋଲିସ୍ମନିକୁଟ୍ଟି
୨୦୧୦ସ୍ୱପ୍ନମଲିକା
୨୦୧୧ଚାଇନା ଟାଉନ୍ହନି
ଯକ୍ଷିୟମ ନିଜାନୁମ୍ଅଶ୍ୱାଥି
୨୦୧୨ଆନନ୍ଦମ ଆରାମ୍ଭମ୍ସୁଜିତାମିଲ
ନାଙ୍ଗରେବତୀ
କାନ୍ନୀରିନୁମ ମଧୁରମବିମଳା
୨୦୧୭ଏନ୍ନୁମହିରୋଇନ୍ମାଲାୟଲମ
ମୈଥିଲି ବୀନ୍ଦୁମ ବରୁନ୍ନୁମୈଥିଲି
ନୀଲାବାରିୟାତେଶିବାନୀ
୨୦୧୮ଇସ୍ସାସିନ୍ତେ କଦକାଲଶହିନା
-ସୁଖେଶିନୁ ପେନ୍ନୁ କିଟ୍ଟିନ୍ନିଲ୍ଲାଦେବୀ
୨୦୨୪ଡିଏନ୍ଏରେବତୀ
  1. "Annan Thampi". Keralamax.com. Archived from the original on 13 July 2011. Retrieved 22 July 2010.
  2. "My-Kerala Movies". Archived from the original on 16 May 2008. Retrieved 22 July 2010.
  3. "Shivani". Zonkerala.com. Archived from the original on 2 September 2010. Retrieved 22 July 2010.
  4. "Malayalam Movie Gallery : Rahasya-police Photos : Ayilya, Samvrutha, Mangala, Sivani". Cinepicks.com. Archived from the original on 11 December 2009. Retrieved 22 July 2010.
  5. "Sivani Bai,Manraj". Cinespot.net. Retrieved 22 July 2010.
  6. cinesouth (24 June 2010). "Dailynews - 13 newcomers in Nanga: Director Selva". Cinesouth.com. Archived from the original on 26 June 2010. Retrieved 22 July 2010.

ବାହାର ଆଧାର

[ସମ୍ପାଦନା]