ସୟଦ ମୁସ୍ତାଫିଜ ଅହମଦ

ଉଇକିପିଡ଼ିଆ‌ରୁ
(Sayed Mustafiz Ahmedରୁ ଲେଉଟି ଆସିଛି)
ସୟଦ ମୁସ୍ତାଫିଜ ଅହମଦ
ବିଧାୟକ: ୯ମ, ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୫
ପୂର୍ବ ଅଧିକାରୀଶ୍ରୀକାନ୍ତ ପଣ୍ଡା
ପର ଅଧିକାରୀସମିର ଦେ
ନିର୍ବାଚନ ମଣ୍ଡଳୀକଟକ ସିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-12-21)୨୧ ଡିସେମ୍ବର ୧୯୪୧
ମୃତ୍ୟୁ୧୧ ସେପ୍ଟେମ୍ବର ୨୦୧୭(2017-09-11) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି
ଜୀବନ ସାଥୀସାହାନା ଅହମଦ
ବାପା/ବୋଉସୟଦ ମୁମତାଜ୍ ଅହମଦ (ବାପା)
ବୃତ୍ତିରାଜନୀତିଜ୍ଞ

ସୟଦ ମୁସ୍ତାଫିଜ ଅହମଦ (୨୧ ଡିସେମ୍ବର ୧୯୪୧ - ୧୧ ସେପ୍ଟେମ୍ବର ୨୦୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଜନତା ଦଳ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ମୁସ୍ତାଫିଜ ଅହମଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୮୫ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୟଦ ମୁସ୍ତାଫିଜ ଅହମଦ ୧୯୪୧ ମସିହାର ଡିସେମ୍ବର ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୟଦ ମୁମତାଜ୍ ଅହମଦ ଓ ପତ୍ନୀଙ୍କ ନାମ ସାହାନା ଅହମଦ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସୟଦ ମୁସ୍ତାଫିଜ ଅହମଦ ଓଡ଼ିଶା ରାଜନୀତିରେ ଜନତା ଦଳଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସୟଦ ମୁସ୍ତାଫିଜ ଅହମଦ ୨୦୧୭ ମସିହାର ସେପ୍ଟେମ୍ବର ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Sayed Mustafiz Ahmed". odishaassembly.nic.in. Odisha Assembly. Retrieved 16 March 2020.