ସତ୍ୟସୁନ୍ଦର ମିଶ୍ର
ଦେଖଣା
(Satyasundar Mishraରୁ ଲେଉଟି ଆସିଛି)
ସତ୍ୟସୁନ୍ଦର ମିଶ୍ର | |
|---|---|
| ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୩ – ୧୯୮୦ | |
| ପୂର୍ବ ଅଧିକାରୀ | ବଂଶୀଧର ପଟ୍ଟନାୟକ |
| ପର ଅଧିକାରୀ | ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ |
| ନିର୍ବାଚନ ମଣ୍ଡଳୀ | ଖଣ୍ଡପଡ଼ା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜାନୁଆରୀ ୧୬, ୧୯୩୧ |
| ମୃତ୍ୟୁ | ୧୮ ଅପ୍ରେଲ ୨୦୧୨ (ବୟସ ୮୧) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱାଧୀନ |
| ବୃତ୍ତି | ରାଜନୀତିଜ୍ଞ |
ସତ୍ୟସୁନ୍ଦର ମିଶ୍ର (୧୬ ଜାନୁଆରୀ ୧୯୩୧ - ୧୮ ଅପ୍ରେଲ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୩ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସତ୍ୟସୁନ୍ଦର ମିଶ୍ର ୧୯୩୧ ମସିହାର ଜାନୁଆରୀ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସତ୍ୟସୁନ୍ଦର ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଦୁଇଥର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସତ୍ୟସୁନ୍ଦର ମିଶ୍ର ୨୦୧୨ ମସିହାର ଅପ୍ରେଲ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Satyasundar Mishra". odishaassembly.nic.in. Odisha Assembly. Retrieved 12 April 2020.