ସତ୍ୟସୁନ୍ଦର ମିଶ୍ର

ଉଇକିପିଡ଼ିଆ‌ରୁ
ସତ୍ୟସୁନ୍ଦର ମିଶ୍ର
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୩ – ୧୯୮୦
ପୂର୍ବ ଅଧିକାରୀବଂଶୀଧର ପଟ୍ଟନାୟକ
ପର ଅଧିକାରୀବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ
ନିର୍ବାଚନ ମଣ୍ଡଳୀଖଣ୍ଡପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-01-16)ଜାନୁଆରୀ ୧୬, ୧୯୩୧
ମୃତ୍ୟୁ୧୮ ଅପ୍ରେଲ ୨୦୧୨(2012-04-18) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ବୃତ୍ତିରାଜନୀତିଜ୍ଞ

ସତ୍ୟସୁନ୍ଦର ମିଶ୍ର (୧୬ ଜାନୁଆରୀ ୧୯୩୧ - ୧୮ ଅପ୍ରେଲ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୩ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସତ୍ୟସୁନ୍ଦର ମିଶ୍ର ୧୯୩୧ ମସିହାର ଜାନୁଆରୀ ମାସ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସତ୍ୟସୁନ୍ଦର ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଦୁଇଥର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ସତ୍ୟସୁନ୍ଦର ମିଶ୍ର ୨୦୧୨ ମସିହାର ଅପ୍ରେଲ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Satyasundar Mishra". odishaassembly.nic.in. Odisha Assembly. Retrieved 12 April 2020.