ଶରତ ଚନ୍ଦ୍ର ସିଂହ ଦେଓ
ଦେଖଣା
(Sarat Chandra Singh Deoରୁ ଲେଉଟି ଆସିଛି)
ଶରତ ଚନ୍ଦ୍ର ସିଂହ ଦେଓ | |
---|---|
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୫ ଡିସେମ୍ବର ୧୯୭୫ | |
ପୂର୍ବ ଅଧିକାରୀ | ଭଗବାନ ଭୋଇ |
ପର ଅଧିକାରୀ | ନଗେନ୍ଦ୍ରନାଥ ଚୌଧୁରୀ |
ନିର୍ବାଚନ ମଣ୍ଡଳୀ | କେସିଙ୍ଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଅକ୍ଟୋବର ୧୯୩୨ |
ମୃତ୍ୟୁ | ୫ ଡିସେମ୍ବର ୧୯୭୫ | (ବୟସ ୪୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଗୋଲକମଣି ଚୌଧୁରୀ |
ବାପା/ବୋଉ | ଦୁର୍ଗାମାଧବ ସିଂହ ଦେଓ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶରତ ଚନ୍ଦ୍ର ସିଂହ ଦେଓ (୪ ଅକ୍ଟୋବର ୧୯୩୨ - ୫ ଡିସେମ୍ବର ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେସିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶରତ ଚନ୍ଦ୍ର ସିଂହ ଦେଓ ୧୯୩୨ ମସିହାର ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁର୍ଗାମାଧବ ସିଂହ ଦେଓ ଓ ପତ୍ନୀଙ୍କ ନାମ ଗୋଲକମଣି ଚୌଧୁରୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶରତ ଚନ୍ଦ୍ର ସିଂହ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଶରତ ଚନ୍ଦ୍ର ସିଂହ ଦେଓ ୧୯୭୫ ମସିହାର ଡିସେମ୍ବର ୫ ତାରିଖରେ ତାରିଖରେ ୪୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Sarat Chandra Singh Deo". odishaassembly.nic.in. Odisha Assembly. Retrieved 4 June 2021.