ଶାନ୍ତି ପ୍ରକାଶ ଓରାମ

ଉଇକିପିଡ଼ିଆ‌ରୁ
(Santi Prakash Oramରୁ ଲେଉଟି ଆସିଛି)
ଶାନ୍ତି ପ୍ରକାଶ ଓରାମ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଆଗାପିଲ୍‍ ଲାକ୍ରା
ପର ଅଧିକାରୀରଙ୍ଗବଲ୍ଲଭ ଅମାତ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1915-07-11) ୧୧ ଜୁଲାଇ ୧୯୧୫ (ବୟସ ୧୦୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱାଧୀନ
ଜୀବନ ସାଥୀବିଳାଶୀ ଓରାମ
ବାପା/ବୋଉହରୁଣ ତିର୍କୀ (ବାପା)
ବୃତ୍ତିରାଜନୀତିଜ୍ଞ

ଶାନ୍ତି ପ୍ରକାଶ ଓରାମ (ଜନ୍ମ: ୧୧ ଜୁଲାଇ ୧୯୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶାନ୍ତି ପ୍ରକାଶ ଓରାମ ୧୯୧୫ ମସିହାର ଜୁଲାଇ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରୁଣ ତିର୍କୀ ଓ ପତ୍ନୀଙ୍କ ନାମ ବିଳାଶୀ ଓରାମ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଶାନ୍ତି ପ୍ରକାଶ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Santi Prakash Oram". odishaassembly.nic.in. Odisha Assembly. Retrieved 21 October 2020.