Jump to content

ସଞ୍ଜୟ କୁମାର ମିଶ୍ର (ଜନ୍ମ: ୧୯୬୭)

ଉଇକିପିଡ଼ିଆ‌ରୁ
(Sanjay Kumar Mishra(born 1967)ରୁ ଲେଉଟି ଆସିଛି)

ସଞ୍ଜୟ କୁମାର ମିଶ୍ର (ଜନ୍ମ:୧୪-୧୧-୧୯୬୭)[]ଜଣେ ଭାରତୀୟ ଆଇନଜୀବି ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[][]

ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ପୈତୃକ ଘର ଢେଙ୍କାନାଳ ଜିଲ୍ଲାର ମୁକ୍ତାଦେଇପୁର । ତାଙ୍କ ପିତା ଥିଲେ ଇଞ୍ଜିନିୟର ବିଭୁତିଭୂଷଣ ମିଶ୍ର ଓ ମାତା ଥିଲେ ବନଲତା ମିଶ୍ର । ତାଳଚେରସ୍ଥିତ ଥର୍ମାଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ ପାସ କରିବା ପରେ ସେ ୧୯୮୭ ମସିହାରେ ଅନୁଗୁଳ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କଲେ । ପରେ କଟକସ୍ଥିତ ମଧୁସୁସୁଦନ ଆଇନ ମହାବିଦ୍ୟାଳୟରୁ ୧୯୯୦ ମସିହାରେ ଏଲ୍‌ଏଲ୍‌.ବି (LL.B)ଡିଗ୍ରୀ ହାସଲ କରି ଆଇନଜୀବି ଭବେ ବାର୍‌ରେ ଯୋଗ ଦେଇଥିଲେ ।[] ଓଡିଶା ଉଚ୍ଚ ନ୍ୟାୟଳୟରେ ଓକିଲ ଭାବେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ସେ ପରିଚାଳନା କରିଛନ୍ତି ।

୧୦.୦୬.୨୦୨୨ରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।[][]

  1. "ODISHA STATE BAR COUNCIL". www.odishabarcouncil.org. Retrieved 23 December 2024.
  2. "Judge | Orissa High Court, Cuttack". www.orissahighcourt.nic.in. Retrieved 23 December 2024.
  3. Network, Newsroom Odisha (4 June 2022). "Advocate Sanjay Kumar Mishra Appointed As Judge Of Orissa High Court". News Room Odisha. Retrieved 23 December 2024.
  4. Kalinga TV (2022-06-03), Justice Sanjay Kumar Mishra appointed as judge in Orissa High Court || KalingaTV, retrieved 2024-12-23
  5. Service, Pragativadi News (3 June 2022). "Justice Sanjay Kumar Mishra Appointed As Judge Of Orissa HC". Pragativadi | Odisha News, Breaking News Odisha, Latest Odisha News. Retrieved 23 December 2024.
  6. "Orders of Appointment of Shri Sanjay Kumar Mishra, as a Judge of the Orissa High Court (03.06.2022) | Department of Justice | India". doj.gov.in. Retrieved 23 December 2024.