ସାଇ ଲୋକୁର
ଦେଖଣା
(Sai Lokurରୁ ଲେଉଟି ଆସିଛି)
ସାଇ ଲୋକୁର | |
---|---|
ଜନ୍ମ | [୧] | ୫ ସେପ୍ଟେମ୍ବର ୧୯୮୯
ଅନ୍ୟ ନାମ | ସାଇ ଲୋକୁର-ରାୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୨—୨୦୨୨ |
ପ୍ରସିଦ୍ଧି | ବିଗ୍ ବସ୍ ମରାଠୀ ସିଜିନ୍ ୧ କିସ୍ କିସ୍କୋ ପ୍ୟାର୍ କରୁଁ |
ବୈବାହିକ-ସାଥୀ |
ତିର୍ଥଦୀପ ରାୟ (m. ୨୦୨୦) |
ସାଇ ଲୋକୁର (ଜନ୍ମ: ୫ ସେପ୍ଟେମ୍ବର ୧୯୮୯) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ଶିଶୁ କଳାକାର ଭାବରେ ହିନ୍ଦୀ ଚଳଚ୍ଚିତ୍ର କୁଛ୍ ତୁମ୍ କହୋ କୁଛ୍ ହମ୍ କହେଁ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । କପିଲ ଶର୍ମାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର କିସ୍ କିସ୍ କୋ ପ୍ୟାର କରୁଁରେ ସେ ଅଭିନୟ କରିଥିଲେ । ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ସେ ପ୍ରତିଯୋଗୀ ଭାବରେ କାମ କରିଥିଲେ ଏବଂ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସାଇ ୧୯୮୯ ମସିହାର ସେପ୍ଟେମ୍ବର ୫ ମାସରେ ଜନ୍ମଗ୍ରହଣ କରିଥିଲେ । ସେ ତିର୍ଥଦୀପ ରାୟଙ୍କୁ ୩୦ ନଭେମ୍ବର ୨୦୨୦ରେ ବିବାହ କରିଛନ୍ତି ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା |
---|---|---|---|
୨୦୦୨ | କୁଛ୍ ତୁମ୍ କହୋ କୁଛ୍ ହମ୍ କହେଁ | ଶିଶୁ କଳାକାର | ହିନ୍ଦୀ |
ପାକଡ଼ା ଗୟା | |||
୨୦୦୭ | ମିଶନ୍ ଚାମ୍ପିଆନ୍ | ମରାଠୀ | |
୨୦୧୧ | ପ୍ଲାଟ୍ଫର୍ମ | ||
ପରମ୍ବି | |||
୨୦୧୨ | ଆମିଚ୍ ତୁମ୍ଚେ ବାଜିରାଓ | ||
ନୋ ଏଣ୍ଟ୍ରି ପୁଢେ ଧୋକା ଆହେୟ | ପୂଜା | ||
୨୦୧୩ | ଜରାବ | କାବ୍ୟା | |
ମୀ ଆନି ୟୁ | ଇରା | ||
୨୦୧୫ | କିସ୍ କିସ୍ କୋ ପ୍ୟାର କରୁଁ | ଅଞ୍ଜଳି[୫] | ହିନ୍ଦୀ |
ଦୂରଦର୍ଶନ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ମନ୍ତବ୍ୟ | ଆଧାର |
---|---|---|---|
୨୦୧୮ | ବିଗ୍ ବସ୍ ମରାଠୀ ୧ | ପ୍ରତିଯୋଗୀ
(୨ୟ ରନର୍ ଅପ୍) |
[୬] |
ଅସାଲ୍ ପହୁନେ ଇରସାଲ୍ ନମୁନେ | ମହିଳା ଦିବସ ବିଶେଷ ପାଇଁ | ||
୨୦୧୯ | ଏକଦମ୍ କଡ଼କ୍ | ବିଗ୍ ବସ୍ର ପୂର୍ବତନ ଫାଇନାଲିଷ୍ଟ | [୭] |
ବିଗ୍ ବସ୍ ମରାଠୀ ୨ | ଅତିଥି କଳାକାର | [୮] |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଆଧାର |
---|---|---|---|
୨୦୨୦ | ସନମ୍ ହଟ୍ଲାଇନ୍ | ଶିବାନୀ | [୯][୧୦] |
ଆଧାର
[ସମ୍ପାଦନା]- ↑ "Sai Lokur: Biography & Birthday | eTimes". timesofindia.indiatimes.com. Retrieved 2020-12-11.
{{cite web}}
: CS1 maint: url-status (link) - ↑ "Sai Lokur enjoys Easter egg designing; shares her childhood memory with fans - Times of India". The Times of India (in ଇଂରାଜୀ). Retrieved 2020-12-01.
- ↑ "How is life after Bigg Boss Marathi? We ask Sai Lokur | Marathi Movie News - Times of India | Life, Times of india, Celebrity gossip". Pinterest (in ଇଂରାଜୀ). Retrieved 2020-12-01.
- ↑ "Bigg Boss Marathi finalist Sai Lokur ties the knot with Tirthadeep Roy". The Times of India. 30 November 2020.
- ↑ "Kapil Sharma Gets Fit for debut film Kis Kisko Pyar Karu". 2014-12-07. Archived from the original on 7 December 2014. Retrieved 2022-06-16.
- ↑ "Bigg Boss Marathi: Aastad Kale and Sai Lokur evicted from the show? - Times of India". The Times of India (in ଇଂରାଜୀ). Retrieved 2020-12-01.
- ↑ "'बिग बॉस १'चे स्पर्धक 'या' मंचावर एकत्र". Maharashtra Times (in ମରାଠୀ). Retrieved 2020-12-01.
- ↑ "Bigg Boss pulls off a prank on housemates; introduces Sai Lokur as a wild card entrant - Times of India". The Times of India (in ଇଂରାଜୀ). Retrieved 2020-12-01.
- ↑ "Hungama Play launches 'Sanam Hotline', a new original comedy show in Marathi and Hindi". bestmediainfo.com (in ଇଂରାଜୀ). Retrieved 2020-12-09.
- ↑ "Sanam Hotline: Pushkar Jog Turns To Web Comedy With This Web Series". spotboye.com (in ଇଂରାଜୀ). Retrieved 2020-12-10.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଇ ଲୋକୁର
- ଇନଷ୍ଟାଗ୍ରାମରେ ସାଇ ଲୋକୁର