ସାଇ ଲୋକୁର

ଉଇକିପିଡ଼ିଆ‌ରୁ
ସାଇ ଲୋକୁର
ଜନ୍ମ (1989-09-05) ୫ ସେପ୍ଟେମ୍ବର ୧୯୮୯ (ବୟସ ୩୪)[୧]
ଅନ୍ୟ ନାମସାଇ ଲୋକୁର-ରାୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୨—୨୦୨୨
ପ୍ରସିଦ୍ଧିବିଗ୍ ବସ୍ ମରାଠୀ ସିଜିନ୍ ୧
କିସ୍ କିସ୍‌କୋ ପ୍ୟାର୍ କରୁଁ
ବୈବାହିକ-ସାଥୀ
ତିର୍ଥଦୀପ ରାୟ
(m. ୨୦୨୦)

ସାଇ ଲୋକୁର (ଜନ୍ମ: ୫ ସେପ୍ଟେମ୍ବର ୧୯୮୯) ଜଣେ ଭାରତୀୟ ଅଭିନେତ୍ରୀ ।[୨] ସେ ଶିଶୁ କଳାକାର ଭାବରେ ହିନ୍ଦୀ ଚଳଚ୍ଚିତ୍ର କୁଛ୍ ତୁମ୍ କହୋ କୁଛ୍ ହମ୍ କହେଁ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । କପିଲ ଶର୍ମାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର କିସ୍ କିସ୍ କୋ ପ୍ୟାର କରୁଁରେ ସେ ଅଭିନୟ କରିଥିଲେ । ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ସେ ପ୍ରତିଯୋଗୀ ଭାବରେ କାମ କରିଥିଲେ ଏବଂ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲେ ।[୩]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସାଇ ୧୯୮୯ ମସିହାର ସେପ୍ଟେମ୍ବର ୫ ମାସରେ ଜନ୍ମଗ୍ରହଣ କରିଥିଲେ । ସେ ତିର୍ଥଦୀପ ରାୟଙ୍କୁ ୩୦ ନଭେମ୍ବର ୨୦୨୦ରେ ବିବାହ କରିଛନ୍ତି ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୦୨ କୁଛ୍ ତୁମ୍ କହୋ କୁଛ୍ ହମ୍ କହେଁ ଶିଶୁ କଳାକାର ହିନ୍ଦୀ
ପାକଡ଼ା ଗୟା
୨୦୦୭ ମିଶନ୍ ଚାମ୍ପିଆନ୍ ମରାଠୀ
୨୦୧୧ ପ୍ଲାଟ୍‌ଫର୍ମ
ପରମ୍ବି
୨୦୧୨ ଆମିଚ୍ ତୁମ୍‌ଚେ ବାଜିରାଓ
ନୋ ଏଣ୍ଟ୍ରି ପୁଢେ ଧୋକା ଆହେୟ ପୂଜା
୨୦୧୩ ଜରାବ କାବ୍ୟା
ମୀ ଆନି ୟୁ ଇରା
୨୦୧୫ କିସ୍ କିସ୍ କୋ ପ୍ୟାର କରୁଁ ଅଞ୍ଜଳି[୫] ହିନ୍ଦୀ

ଦୂରଦର୍ଶନ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ/ଧାରାବାହିକ ମନ୍ତବ୍ୟ ଆଧାର
୨୦୧୮ ବିଗ୍ ବସ୍ ମରାଠୀ ୧ ପ୍ରତିଯୋଗୀ

(୨ୟ ରନର୍ ଅପ୍)

[୬]
ଅସାଲ୍ ପହୁନେ ଇରସାଲ୍ ନମୁନେ ମହିଳା ଦିବସ ବିଶେଷ ପାଇଁ
୨୦୧୯ ଏକଦମ୍ କଡ଼କ୍ ବିଗ୍ ବସ୍‌ର ପୂର୍ବତନ ଫାଇନାଲିଷ୍ଟ [୭]
ବିଗ୍ ବସ୍ ମରାଠୀ ୨ ଅତିଥି କଳାକାର [୮]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ଆଧାର
୨୦୨୦ ସନମ୍ ହଟ୍‌ଲାଇନ୍ ଶିବାନୀ [୯][୧୦]

ଆଧାର[ସମ୍ପାଦନା]

  1. "Sai Lokur: Biography & Birthday | eTimes". timesofindia.indiatimes.com. Retrieved 2020-12-11.{{cite web}}: CS1 maint: url-status (link)
  2. "Sai Lokur enjoys Easter egg designing; shares her childhood memory with fans - Times of India". The Times of India (in ଇଂରାଜୀ). Retrieved 2020-12-01.
  3. "How is life after Bigg Boss Marathi? We ask Sai Lokur | Marathi Movie News - Times of India | Life, Times of india, Celebrity gossip". Pinterest (in ଇଂରାଜୀ). Retrieved 2020-12-01.
  4. "Bigg Boss Marathi finalist Sai Lokur ties the knot with Tirthadeep Roy". The Times of India. 30 November 2020.
  5. "Kapil Sharma Gets Fit for debut film Kis Kisko Pyar Karu". 2014-12-07. Archived from the original on 7 December 2014. Retrieved 2022-06-16.
  6. "Bigg Boss Marathi: Aastad Kale and Sai Lokur evicted from the show? - Times of India". The Times of India (in ଇଂରାଜୀ). Retrieved 2020-12-01.
  7. "'बिग बॉस १'चे स्पर्धक 'या' मंचावर एकत्र". Maharashtra Times (in ମରାଠୀ). Retrieved 2020-12-01.
  8. "Bigg Boss pulls off a prank on housemates; introduces Sai Lokur as a wild card entrant - Times of India". The Times of India (in ଇଂରାଜୀ). Retrieved 2020-12-01.
  9. "Hungama Play launches 'Sanam Hotline', a new original comedy show in Marathi and Hindi". bestmediainfo.com (in ଇଂରାଜୀ). Retrieved 2020-12-09.
  10. "Sanam Hotline: Pushkar Jog Turns To Web Comedy With This Web Series". spotboye.com (in ଇଂରାଜୀ). Retrieved 2020-12-10.

ବାହାର ଲିଙ୍କ୍[ସମ୍ପାଦନା]