ସବୀର ଭାଟିଆ
ଦେଖଣା
(Sabeer Bhatiaରୁ ଲେଉଟି ଆସିଛି)
ସବୀର ଭାଟିଆ | |
---|---|
ଜନ୍ମ | [୧] | ୩୦ ଡିସେମ୍ବର ୧୯୬୮
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | BITS ପିଲାନି Caltech (B.S., 1989) Stanford University (M.S.) St. Joseph's Boys' High School, Bangalore (school) |
ବୃତ୍ତି | ବ୍ୟବସାୟୀ |
ପ୍ରସିଦ୍ଧି | Hotmail.comର ପ୍ରତିଷ୍ଠାତା |
ସବିର୍ ଭାଟିଆ (ଜନ୍ମ: ୩୦ଡିସେମ୍ବର ୧୯୬୮[୩])ଅନ୍ତର୍ଜାତୀୟ ସ୍ତରରେ ଜଣେ ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋକ୍ତା, ସେ ୱେବମେଲ୍ କମ୍ପାନୀ Hotmail.comର ସ୍ଥାପନା କରିଛନ୍ତି । ସେ ୩୦ ଡିସେମ୍ବର ୧୯୬୮ରେ ପଞ୍ଜାବର ଚଣ୍ଡୀଗଡ଼ ସହରରେ ଜନ୍ମଗ୍ରହଣ କରିଥିଲେ । ନିଜର ସ୍ନାତକ ସ୍ତରର ଶିକ୍ଷା ସମାପ୍ତ କରିବା ପରେ ସେ ଆପଲ କମ୍ପାନୀରେ ଜଣେ ହାର୍ଡୱେର ଇଂଜିନିୟର ଭାବରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ କିଛି ବର୍ଷ ପାଇଁ ସେ ଫାୟାର ପାୱାର ସିଷ୍ଟମ୍ସ ନାମକ କମ୍ପାନୀରେ ଯୋଗ ଦେଇଥିଲେ ।
ପେଶା
[ସମ୍ପାଦନା]ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭାଟିଆ ସିନ୍ଧି ସମ୍ପ୍ରଦାୟ ଅନ୍ତର୍ଗତ ବ୍ୟକ୍ତି ଅଟନ୍ତି । [୪][୫][୬]
ଆଧାର
[ସମ୍ପାଦନା]- ↑ Bhatia, Sabeer (10 August 2002). "Sabeer Bhatia downloaded". The Times of India. Archived from the original on 18 May 2010. Retrieved 11 April 2016.
- ↑ Gibbs, Samuel (11 April 2014). "The most powerful Indian technologists in Silicon Valley". The Guardian. Archived from the original on 11 April 2016. Retrieved 11 April 2016.
- ↑ Bhatia, Sabeer (10 August 2002). "Sabeer Bhatia downloaded". The Times of India. Archived from the original on 18 May 2010. Retrieved 11 April 2016.
- ↑ Vora, Rutam (1 April 2016). "Tongue-tied in Sindhi". The Hindu. Retrieved 9 August 2016.
- ↑ Sakhrani, Tarun (4 January 2016). "The Sindhis of Sindh And Beyond". Huffington Post. Retrieved 9 August 2016.
- ↑ Pal, Joyojeet (30 May 2008). "Computers and the Promise of Development: Aspiration, Neoliberalism and 'Technolity' in India's ICTD enterprise" (PDF). University of California at Berkeley. Archived from the original (PDF) on 13 April 2016. Retrieved 9 August 2016.