ସବୀର ଭାଟିଆ

ଉଇକିପିଡ଼ିଆ‌ରୁ
ସବୀର ଭାଟିଆ
Born (1968-12-30) ୩୦ ଡିସେମ୍ବର ୧୯୬୮ (ବୟସ ୫୫)[୧]
Nationality ଭାରତୀୟ
Alma materBITS ପିଲାନି
Caltech (B.S., 1989)
Stanford University (M.S.)
St. Joseph's Boys' High School, Bangalore (school)
Occupationବ୍ୟବସାୟୀ
Known forHotmail.comର ପ୍ରତିଷ୍ଠାତା

ସବିର୍ ଭାଟିଆ (ଜନ୍ମ: ୩୦ଡିସେମ୍ବର ୧୯୬୮[୩])ଅନ୍ତର୍ଜାତୀୟ ସ୍ତରରେ ଜଣେ ପ୍ରତିଷ୍ଠିତ ଭାରତୀୟ ଉଦ୍ୟୋକ୍ତା, ସେ ୱେବମେଲ୍ କମ୍ପାନୀ Hotmail.comର ସ୍ଥାପନା କରିଛନ୍ତି । ସେ ୩୦ ଡିସେମ୍ବର ୧୯୬୮ରେ ପଞ୍ଜାବର ଚଣ୍ଡୀଗଡ଼ ସହରରେ ଜନ୍ମଗ୍ରହଣ କରିଥିଲେ । ନିଜର ସ୍ନାତକ ସ୍ତରର ଶିକ୍ଷା ସମାପ୍ତ କରିବା ପରେ ସେ ଆପଲ କମ୍ପାନୀରେ ଜଣେ ହାର୍ଡୱେର ଇଂଜିନିୟର ଭାବରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ କିଛି ବର୍ଷ ପାଇଁ ସେ ଫାୟାର ପାୱାର ସିଷ୍ଟମ୍ସ ନାମକ କମ୍ପାନୀରେ ଯୋଗ ଦେଇଥିଲେ ।

ପେଶା[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭାଟିଆ ସିନ୍ଧି ସମ୍ପ୍ରଦାୟ ଅନ୍ତର୍ଗତ ବ୍ୟକ୍ତି ଅଟନ୍ତି । [୪][୫][୬]

ଆଧାର[ସମ୍ପାଦନା]

  1. Bhatia, Sabeer (10 August 2002). "Sabeer Bhatia downloaded". The Times of India. Archived from the original on 18 May 2010. Retrieved 11 April 2016.
  2. Gibbs, Samuel (11 April 2014). "The most powerful Indian technologists in Silicon Valley". The Guardian. Archived from the original on 11 April 2016. Retrieved 11 April 2016.
  3. Bhatia, Sabeer (10 August 2002). "Sabeer Bhatia downloaded". The Times of India. Archived from the original on 18 May 2010. Retrieved 11 April 2016.
  4. Vora, Rutam (1 April 2016). "Tongue-tied in Sindhi". The Hindu. Retrieved 9 August 2016.
  5. Sakhrani, Tarun (4 January 2016). "The Sindhis of Sindh And Beyond". Huffington Post. Retrieved 9 August 2016.
  6. Pal, Joyojeet (30 May 2008). "Computers and the Promise of Development: Aspiration, Neoliberalism and 'Technolity' in India's ICTD enterprise" (PDF). University of California at Berkeley. Archived from the original (PDF) on 13 April 2016. Retrieved 9 August 2016.

ଆହୁରି ପଢ଼ନ୍ତୁ[ସମ୍ପାଦନା]