Jump to content

ରୋଞ୍ଜିନୀ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
(Ronjini Chakrabortyରୁ ଲେଉଟି ଆସିଛି)
ରୋଞ୍ଜିନୀ ଚକ୍ରବର୍ତ୍ତୀ
ଜନ୍ମ (1992-02-24) ୨୪ ଫେବୃଆରୀ ୧୯୯୨ (ବୟସ ୩୨)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୧ – ଏବେଯାଏଁ
ଉଲ୍ଲେଖନୀୟ କୃତିତୁମ୍ବାଡ଼, ଆର୍ଟିକଲ୍ ୧୫ଟିଭିଏଫ୍ ପିଚର୍ସ

ରୋଞ୍ଜିନୀ ଚକ୍ରବର୍ତ୍ତୀ (ଜନ୍ମ: ୨୪ ଫେବୃଆରୀ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ହିନ୍ଦୀ ଓ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ତୁମ୍ବାଡ଼, ଆର୍ଟିକଲ୍ ୧୫ଟିଭିଏଫ୍ ପିଚର୍ସ ଭଳି ହିନ୍ଦୀ କଥାଚିତ୍ର ଓ ସିରିଜ୍‌ରେ ଅଭିନୟ ପାଇଁ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୯୨ ମସିହାର ଡିସେମ୍ବର ୮ ତାରିଖରେ, ସେ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ କଲେଜ ପଢ଼ାବେଳୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଏକ ବଙ୍ଗଳା ଥିଏଟର ଗ୍ରୁପ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଥିଏଟରରେ କାମ କରିବା ପରେ, ସେ ପ୍ରଥମେ ବଙ୍ଗଳ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ଏବଂ ପରେ ମୁମ୍ବାଇରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା
୨୦୧୧ ଅବୋଶେଷେୟ ରାଇ ବଙ୍ଗଳା
୨୦୧୨ ଫ୍ରମ୍ ସୀଡ୍‌ନୀ ଉଇଥ୍ ଲଭ୍ ସ୍ନେହା ହିନ୍ଦୀ
ଆଇ.ଡି. ପାର୍ଟି ଗାର୍ଲ
୨୦୧୪ ବ୍ଲାଉଜ୍ କାନ୍ତା
ଟିଅର୍ସ ଅଫ୍ ନନ୍ଦିଗ୍ରାମ୍ ବଙ୍ଗଳା
୨୦୧୬ ଅଟୋହେଡ୍ ରୂପା ହିନ୍ଦୀ
୨୦୧୭ ଶେଷ କଥା କିଙ୍କିନୀ ବଙ୍ଗଳା
୨୦୧୮ ତୁମ୍ବାଡ଼ ବିନାୟକଙ୍କ ପତ୍ନୀ ହିନ୍ଦୀ
ଶିମ୍ବା ପୂର୍ଣ୍ଣିମା
୨୦୧୯ ଛିପା ନ୍ୟୁଜ୍‌ପେପର୍ ଗାର୍ଲ
ଆର୍ଟିକଲ୍ ୧୫ ଡ. ମାଳତୀ

ଅଭିନୀତ ଟିଭି/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ଶୀର୍ଷକ ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
କ୍ରାଇମ୍ ପେଟ୍ରୋଲ୍ ବିଭିନ୍ନ ଚରିତ୍ର ସୋନି ଟିଭି
୨୦୧୩–୨୦୧୪ ପାଞ୍ଚ୍ ୫ ରଂ ମେକ୍ ଏ ରାଇଟ୍ ଜାରା ଅହମ୍ମଦ ଖାନ୍ ଚେନାଲ୍ ଭି ଇଣ୍ଡିଆ []
୨୦୧୫ ମେନ୍ସ ୱାଲ୍ଡ ଛାୟା ୱଆଇ-ଫିଲ୍ମସ୍ ୱେବ୍ ସିରିଜ୍
ଷ୍ଟୋରିଜ୍ ବାଏ ରବୀନ୍ଦ୍ରନାଥ ଠାକୁର ଗିରିବାଳା ହୋଇଚୋଇ
୨୦୧୬ ନଟ୍ ଫିଟ୍ ଲ୍ୟାଣ୍ଡଲର୍ଡ଼ ଡାଇସ୍ ମିଡିଆ []
୨୦୧୭–୨୦୧୮ ପିଏ ଗାଲ୍ସ ସୋନାଲି ମୁଖାର୍ଜୀ ଗର୍ଲିୟାପ୍ପା (ଟିଭିଏଫ୍) ୱେବ୍ ସିରିଜ୍[][]
୨୦୨୦ ଓଭର୍ ଟାଇମ୍ ରମ୍ୟା ୟୁ-ଟ୍ୟୁବ୍ ୱେବ୍ ସିରିଜ୍[][]
ରକ୍ତାଞ୍ଚଳ ସୀମା ଏମ୍ଏକ୍ସ ପ୍ଲେୟାର୍ ୱେବ୍ ସିରିଜ୍[]
ଲାଲ୍‌ବଜାର୍ ଫର୍ଜାନା ଜୀ୫ ୱେବ୍ ସିରିଜ୍[][]
୨୦୨୨ ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡ଼ର୍ ଚମ୍ପି ଡିଜ୍ନି+ ହଟ୍‌ଷ୍ଟାର୍ ୱେବ୍ ସିରିଜ୍
ଟିଭିଏଫ୍ ପିଚର୍ସ ଅପରାଜିତା ଜୀ୫ ୱେବ୍ ସିରିଜ୍
  1. "Was scared of getting typecast on TV: Ronjini Chakraborty - Times of India". The Times of India.
  2. Not Fit (TV Series 2015– ) - IMDb, retrieved 2021-02-08
  3. "Girliyapa to release second season of PA-GALS on August 5 - TelevisionPost". 4 August 2018. Archived from the original on 11 April 2019. Retrieved 30 August 2024.
  4. "Akanksha Thakur takes over from Prajakta Koli; Season 2 of Girliyapa's PA-GALS to stream". IWMBuzz (in ଆମେରିକୀୟ ଇଂରାଜୀ). 2018-08-04. Retrieved 2021-02-08.
  5. "India's first ever alien invasion show comes to YouTube on January 29". www.adgully.com (in ଆମେରିକୀୟ ଇଂରାଜୀ). Retrieved 2021-02-08.
  6. "Overtime aims to be a quirky alien invasion office comedy series". Outlookindia.com. Retrieved 2021-02-08.
  7. "Raktanchal trailer: Of tender mafia and the battle for power". The Indian Express (in ଇଂରାଜୀ). 2020-05-26. Retrieved 2021-02-08.
  8. "Bollywood actor Ronjini Chakraborty on playing a sex worker in ZEE5's Lalbazaar". www.indulgexpress.com (in ଇଂରାଜୀ). Retrieved 2021-02-08.
  9. "Ronjini Chakraborty: Ajay Devgn lending his voice to Lalbazaar has made it larger than life". Cinema Express (in ଇଂରାଜୀ). Retrieved 2021-02-08.