Jump to content

ରୋଞ୍ଜିନୀ ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ରୋଞ୍ଜିନୀ ଚକ୍ରବର୍ତ୍ତୀ
ଜନ୍ମ (1992-02-24) ୨୪ ଫେବୃଆରୀ ୧୯୯୨ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୧ – ଏବେଯାଏଁ
ଉଲ୍ଲେଖନୀୟ କୃତିତୁମ୍ବାଡ଼, ଆର୍ଟିକଲ୍ ୧୫ଟିଭିଏଫ୍ ପିଚର୍ସ

ରୋଞ୍ଜିନୀ ଚକ୍ରବର୍ତ୍ତୀ (ଜନ୍ମ: ୨୪ ଫେବୃଆରୀ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ହିନ୍ଦୀ ଓ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ତୁମ୍ବାଡ଼, ଆର୍ଟିକଲ୍ ୧୫ଟିଭିଏଫ୍ ପିଚର୍ସ ଭଳି ହିନ୍ଦୀ କଥାଚିତ୍ର ଓ ସିରିଜ୍‌ରେ ଅଭିନୟ ପାଇଁ ସେ ଜଣାଶୁଣା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୯୨ ମସିହାର ଡିସେମ୍ବର ୮ ତାରିଖରେ, ସେ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ଏବଂ କଲେଜ ପଢ଼ାବେଳୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଏକ ବଙ୍ଗଳା ଥିଏଟର ଗ୍ରୁପ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଥିଏଟରରେ କାମ କରିବା ପରେ, ସେ ପ୍ରଥମେ ବଙ୍ଗଳ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ଏବଂ ପରେ ମୁମ୍ବାଇରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷା
୨୦୧୧ଅବୋଶେଷେୟରାଇବଙ୍ଗଳା
୨୦୧୨ଫ୍ରମ୍ ସୀଡ୍‌ନୀ ଉଇଥ୍ ଲଭ୍ସ୍ନେହାହିନ୍ଦୀ
ଆଇ.ଡି.ପାର୍ଟି ଗାର୍ଲ
୨୦୧୪ବ୍ଲାଉଜ୍କାନ୍ତା
ଟିଅର୍ସ ଅଫ୍ ନନ୍ଦିଗ୍ରାମ୍ବଙ୍ଗଳା
୨୦୧୬ଅଟୋହେଡ୍ରୂପାହିନ୍ଦୀ
୨୦୧୭ଶେଷ କଥାକିଙ୍କିନୀବଙ୍ଗଳା
୨୦୧୮ତୁମ୍ବାଡ଼ବିନାୟକଙ୍କ ପତ୍ନୀହିନ୍ଦୀ
ଶିମ୍ବାପୂର୍ଣ୍ଣିମା
୨୦୧୯ଛିପାନ୍ୟୁଜ୍‌ପେପର୍ ଗାର୍ଲ
ଆର୍ଟିକଲ୍ ୧୫ଡ. ମାଳତୀ

ଅଭିନୀତ ଟିଭି/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷଶୀର୍ଷକଭୂମିକା ପ୍ଲାଟଫର୍ମମନ୍ତବ୍ୟ
କ୍ରାଇମ୍ ପେଟ୍ରୋଲ୍ ବିଭିନ୍ନ ଚରିତ୍ର ସୋନି ଟିଭି
୨୦୧୩–୨୦୧୪ପାଞ୍ଚ୍ ୫ ରଂ ମେକ୍ ଏ ରାଇଟ୍ଜାରା ଅହମ୍ମଦ ଖାନ୍ ଚେନାଲ୍ ଭି ଇଣ୍ଡିଆ[]
୨୦୧୫ମେନ୍ସ ୱାଲ୍ଡଛାୟା ୱଆଇ-ଫିଲ୍ମସ୍ୱେବ୍ ସିରିଜ୍
ଷ୍ଟୋରିଜ୍ ବାଏ ରବୀନ୍ଦ୍ରନାଥ ଠାକୁରଗିରିବାଳା ହୋଇଚୋଇ
୨୦୧୬ନଟ୍ ଫିଟ୍ଲ୍ୟାଣ୍ଡଲର୍ଡ଼ ଡାଇସ୍ ମିଡିଆ[]
୨୦୧୭–୨୦୧୮ପିଏ ଗାଲ୍ସସୋନାଲି ମୁଖାର୍ଜୀ ଗର୍ଲିୟାପ୍ପା (ଟିଭିଏଫ୍)ୱେବ୍ ସିରିଜ୍[][]
୨୦୨୦ ଓଭର୍ ଟାଇମ୍ ରମ୍ୟା ୟୁ-ଟ୍ୟୁବ୍ ୱେବ୍ ସିରିଜ୍[][]
ରକ୍ତାଞ୍ଚଳ ସୀମା ଏମ୍ଏକ୍ସ ପ୍ଲେୟାର୍ ୱେବ୍ ସିରିଜ୍[]
ଲାଲ୍‌ବଜାର୍ ଫର୍ଜାନା ଜୀ୫ ୱେବ୍ ସିରିଜ୍[][]
୨୦୨୨ ଦି ଗ୍ରେଟ୍ ଇଣ୍ଡିଆନ୍ ମର୍ଡ଼ର୍ ଚମ୍ପି ଡିଜ୍ନି+ ହଟ୍‌ଷ୍ଟାର୍ ୱେବ୍ ସିରିଜ୍
ଟିଭିଏଫ୍ ପିଚର୍ସ ଅପରାଜିତା ଜୀ୫ ୱେବ୍ ସିରିଜ୍
  1. "Was scared of getting typecast on TV: Ronjini Chakraborty - Times of India". The Times of India.
  2. Not Fit (TV Series 2015– ) - IMDb, retrieved 2021-02-08
  3. "Girliyapa to release second season of PA-GALS on August 5 - TelevisionPost". 4 August 2018. Archived from the original on 11 April 2019. Retrieved 30 August 2024.
  4. "Akanksha Thakur takes over from Prajakta Koli; Season 2 of Girliyapa's PA-GALS to stream". IWMBuzz (in ଆମେରିକୀୟ ଇଂରାଜୀ). 2018-08-04. Retrieved 2021-02-08.
  5. "India's first ever alien invasion show comes to YouTube on January 29". www.adgully.com (in ଆମେରିକୀୟ ଇଂରାଜୀ). Retrieved 2021-02-08.
  6. "Overtime aims to be a quirky alien invasion office comedy series". Outlookindia.com. Retrieved 2021-02-08.
  7. "Raktanchal trailer: Of tender mafia and the battle for power". The Indian Express (in ଇଂରାଜୀ). 2020-05-26. Retrieved 2021-02-08.
  8. "Bollywood actor Ronjini Chakraborty on playing a sex worker in ZEE5's Lalbazaar". www.indulgexpress.com (in ଇଂରାଜୀ). Retrieved 2021-02-08.
  9. "Ronjini Chakraborty: Ajay Devgn lending his voice to Lalbazaar has made it larger than life". Cinema Express (in ଇଂରାଜୀ). Retrieved 2021-02-08.