Jump to content

ରିବା ବବର୍

ଉଇକିପିଡ଼ିଆ‌ରୁ
(Riva Bubberରୁ ଲେଉଟି ଆସିଛି)
ରିବା ବବର୍
ଜନ୍ମ
ପେଷାsମଡେଲ୍, ଅଭିନେତ୍ରୀ
କାର୍ଯ୍ୟକାଳ୧୯୯୬–୨୦୧୮

ରିବା ବବର୍ ଜଣେ ଭାରତୀୟ ଅଭିନେତ୍ରୀ ।[୧][୨][୩] ୨୦୦୧ ମସିହାରେ, ସେ ଏକ ଆରବିକ୍ ପପ୍ ସଙ୍ଗ୍ ହବିବି ଦାହରେ କାମ କରିଥିଲେ । ଏହାପରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ କ୍ୟୁଁ ପ୍ୟାର୍ ହୋତା ଜରିଆରେ ହିନ୍ଦୀ ଦୂରଦର୍ଶନ ଜଗତରେ କାମ କରିଥିଲେ, ଯେଉଁଥିରେ ସେ ନିକିତା ଭୂମିକାରେ ଅଭିନୟ କରିଥିଲେ । ତା'ପରେ, ସେ କ୍ୟୁଁକି ସାସ୍ ଭି କଭି ବହୁ ଥିରେ କାମ କରିଥିଲେ, ଯେଉଁଥିରେ ସେ ଦାମିନୀ ଭୂମିକାରେ କାମ କରିଥିଲେ । ବେଇନ୍ତେହା ଧାରାବାହିକରେ ଶବାନା ହୁଲାମ ହାଇଦର୍, ରାମ୍ ମିଲାୟି ଯୋଡ଼ିରେ ବିମ୍ମି ଏବଂ ସୂର୍ଯ୍ୟପୁତ୍ର କର୍ଣ୍ଣରେ ପ୍ରିୟମ୍ବଦା ଭୂମିକରେ କାମ କରିଛନ୍ତି ।[୪]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷାମନ୍ତବ୍ୟ
୧୯୯୬ସିଲ୍‌ଭାକାମିନୀତାମିଲ
୧୯୯୭ରୋଜା ମାଲାରେମାଲାରବିଜି
୨୦୧୮ପ୍ୟାଡ୍ ମ୍ୟାନ୍ଲକ୍ଷ୍ମୀ ପ୍ରସାଦଙ୍କ ପଡ଼ୋଶୀହିନ୍ଦୀ

ଅଭିନୀତ ଦୂରଦର୍ଶନ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା
୨୦୦୨–୨୦୦୪ କ୍ୟୁଁ ହୋତା ହୈ ପ୍ୟାର୍ ନିକିତା ଶର୍ମା
୨୦୦୩–୨୦୦୮ କ୍ୟୁଁକି ସାସ୍ ଭି କଭି ବହୁ ଥି ଦାମିନୀ
୨୦୦୪–୨୦୦୫ ଆୟୁଷମାନ ଡ. କାବ୍ୟା
୨୦୦୪–୨୦୦୫ କର୍ମା – କୋଇ ଆ ରାହା ହୈ ୱକ୍ତ ବଦଲ୍‌ନେ ମୃଣାଳ
୨୦୦୫ କାବ୍ୟାଞ୍ଜଳି ସୋନିଆ
୨୦୦୫–୨୦୦୬ କେ. ଷ୍ଟ୍ରିଟ୍ ପାଲି ହିଲ୍ ସିମ୍ରନ୍
୨୦୧୦–୨୦୧୨ ରାମ ମିଲାୟି ଯୋଡ଼ି ବିମି ବେଦି
୨୦୧୩–୨୦୧୪ ବେଇନ୍ତେହା ଗୁଲାମ ହାଇଦର୍
୨୦୧୫ ସୂର୍ଯ୍ୟପୁତ୍ର କର୍ଣ୍ଣ ପ୍ରିୟମ୍ବଦା[୫]
  1. ↑ Why Riva doesn't mind aging - Entertainment - Archived 26 November 2022 at the Wayback Machine.DNA India
  2. ↑ You rarely get to play your age on TV: Riva Bubber - The Times of India
  3. ↑ "TV work is tremendously taxing but it gives a high that films can't offer". Indian Television Dot Com. 9 May 2002. Archived from the original on 25 January 2021. Retrieved 12 December 2013.
  4. ↑ "Naved Aslam & Rituraj Singh in Beintehaa". The Times of India. Archived from the original on 20 September 2017. Retrieved 19 August 2019.
  5. ↑ "Riva Bubber makes her mythological debut". The Times of India. Archived from the original on 8 September 2019. Retrieved 19 August 2019.

ବାହାର ଲିଙ୍କ୍

[ସମ୍ପାଦନା]