ରଶ୍ମି ରଞ୍ଜନ ପରିଡ଼ା
ଦେଖଣା
(Rashmi Ranjan Paridaରୁ ଲେଉଟି ଆସିଛି)
ରଶ୍ମି ରଞ୍ଜନ ପରିଡ଼ା | |
---|---|
ଜନ୍ମ | |
ବୃତ୍ତି | ସାମ୍ବାଦିକ |
ସକ୍ରିୟ ବର୍ଷ | ୨୦୦୪–ଏବେଯାଏଁ |
ବୈବାହିକ-ସାଥୀ | ପ୍ରାଚୀ ନାଏକ |
ରଶ୍ମି ରଞ୍ଜନ ପରିଡ଼ା (ଜନ୍ମ: ୧୫ ଜୁନ ୧୯୭୭) ଜଣେ ଭାରତୀୟ ସାମ୍ବାଦିକ, ଯିଏକି ଓଡ଼ିଶା ଡାଏରୀ ଓ କଳିଙ୍ଗ ଲିଟରାରି ଫେଷ୍ଟିଭାଲର ସଂସ୍ଥାପକ ।[୧][୨] ସେ ଓଡ଼ିଶା ଲିଭିଙ୍ଗ୍ ଲିଜେଣ୍ଡ ଆୱାର୍ଡ଼ ଏବଂ ଓଡ଼ିଶା ଡାଏରୀ ଫାଉଣ୍ଡେସନ୍ ଆଦିର ସ୍ଥାପନା କରିଛନ୍ତି ।[୩][୪]
ଜୀବନୀ
[ସମ୍ପାଦନା]ରଶ୍ମି ୧୯୭୭ ମସିହାର ଜୁନ ୧୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ[୫] ରେଭେନ୍ସା କଲେଜରୁ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିଲେ ।
ସାମ୍ବାଦିକତା ଓ ସାହିତ୍ୟ କାର୍ଯ୍ୟ
[ସମ୍ପାଦନା]ସେ ୨୦୦୪ ମସିହାରେ ଓଡ଼ିଶା ଡାଏରୀ ନାମକ ଏକ ଇଂରାଜୀ ନ୍ୟୁଜ୍ ୱେବ୍ସାଇଟ୍ ଆରମ୍ଭ କରିଥିଲେ [୬] ଏବଂ ୨୦୧୧ ମସିହାରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼ର ଆରମ୍ଭ କରିଥିଲେ ।[୭] ୨୦୧୪ ମସିହାରେ ସେ କଳିଙ୍ଗ ଲିଟରାରି ଫେଷ୍ଟିଭାଲ[୮] ଓ ୨୦୧୬ ମସିହାରେ ମାଇଷ୍ଟିକ୍ କଳିଙ୍ଗ ଫେଷ୍ଟିଭାଲର ସ୍ଥାପନ କରିଥିଲେ ।[୯][୧୦]
ପୁରସ୍କାର
[ସମ୍ପାଦନା]- ଇନ୍ସ୍ପାୟାରିଂ ୟଙ୍ଗ୍ ନିୟୁ ମିଡିଆ ଏଣ୍ଟରପ୍ରିନର୍[୧୧]
- ଶ୍ରୀ ଆୱାର୍ଡ଼ସ୍ ୨୦୧୬[୧୨][୧୩][୧୪]
- ସାଇବର୍ ରତ୍ନ ୨୦୧୪[୧୫]
ଆଧାର
[ସମ୍ପାଦନା]- ↑ "Kalinga Literary Festival to ponder on contemporary forms of literature". BusinessStandard (in ଇଂରାଜୀ). Retrieved 2018-05-15.
- ↑ Mohanty, Dikhyaa (2022-01-23). "Rashmi Ranjan Parida- The man behind a literary revolution in Odisha - Interview Times" (in ଆମେରିକୀୟ ଇଂରାଜୀ). Retrieved 2023-10-04.
- ↑ "Talks on just society at lit fest". The Telegraph. Retrieved 2018-05-12.
- ↑ "Mystic Kalinga Festival to focus on Bhakti poetry". PTI. Retrieved 2018-12-28.
- ↑ "Parida was born in village of Dalakasoti in Khurda district,graduated in arts from BJB College, Bhubaneswar under Utkal University". Eindiadiary.com. Archived from the original on 2020-08-02. Retrieved 2023-10-04.
- ↑ "Be sure to head to Bhubaneshwar in June for the 4th Kalinga Literary Festival". Outlooktraveller. Retrieved 2019-04-15.
- ↑ "Prestigious Odisha Living Legend and Youth Inspiration Awards Conferred". Mycitylinks- Bhubaneswar | Cuttack | Puri.
- ↑ "Literature and Democracy' focus at Kalinga lit fest". Oneindia.com. Retrieved 2016-06-15.
- ↑ "Ashok Vajpeyi, Harihar Mishra to be conferred with Prestigious Mystic Kalinga Literary Awards". MediaInfoline. Retrieved 2019-01-02.
- ↑ "Special litfest session in Dec". THE TELEGRAPH. Retrieved 2019-01-02.
- ↑ "Odisha Media Award 2017". Odisha Media Award.
- ↑ "Parichay Foundation honors men achievers this Father's Day". Odishalive. Retrieved 2016-06-18.[permanent dead link]
- ↑ "12 men awarded on father's day". New Indian Expres. Retrieved 2016-06-20.
- ↑ "Men achievers felicitated on Father's Day in city". The Pioneer. Retrieved 2016-06-21.
- ↑ "Verisign Cyber Ratna Award to OdishaDiary Editor Rashmi Ranjan Parida". OrissaDiary. Retrieved 2014-02-14.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ରଶ୍ମି ରଞ୍ଜନ ପରିଡ଼ା
ବାବଦରେ ମାଧ୍ୟମ ରହିଛି ।