Jump to content

ରାମୁସିରୁମାବ

ଉଇକିପିଡ଼ିଆ‌ରୁ
(Ramucirumabରୁ ଲେଉଟି ଆସିଛି)
ରାମୁସିରୁମାବ
Monoclonal antibody
TypeWhole antibody
SourceHuman
TargetVEGFR2 (KDR)
Clinical data
Trade namesCyramza
AHFS/Drugs.commonograph
data
Pregnancy
category
  • US: C (Risk not ruled out)
    Routes of
    administration
    Intravenous infusion
    Legal status
    Legal status
    Pharmacokinetic data
    MetabolismProbably proteases
    Elimination half-life14 days
    Chemical and physical data
    FormulaC6374H9864N1692O1996S46
    Molar mass୧,୪୩,୬୦୯.୬୩ g·mol−1
      (verify)

    ରାମୁସିରୁମାବ (ଇଂରାଜୀ ଭାଷାରେ Ramucirumab), ସିରାମଜା ତାହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ପାକସ୍ଥଳୀ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଅଣ-ଛୋଟ କୋଷ ଫୁସଫୁସ କର୍କଟ ଏବଂ ହେପାଟୋସେଲ୍ୟୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା କେବଳ ରୋଗ ଆଗେଇ ଯାଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ତରଳ ଝାଡ଼ା, ରକ୍ତସ୍ରାବ, ମୁଣ୍ଡବିନ୍ଧା, ଅଳ୍ପ ରକ୍ତ ସୋଡ଼ିଅମ, ଫୁଲା ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜଠରାନ୍ତ୍ର ଛିଦ୍ର, ଖରାପ କ୍ଷତ ଆରୋଗ୍ୟ, ଉଚ୍ଚ ରକ୍ତଚାପ ଏବଂ ରକ୍ତ ଜମାଟ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (VEGFR) ସହିତ ସଂଯୁକ୍ତ ହୋଇ ତାହାର କାର୍ଯ୍ୟକୁ ଅବରୋଧ କରିଥାଏ ।[] []

    ୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବା ପାଇଁ ରାମୁସିରୁମାବକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରା ମୂଲ୍ୟ ପ୍ରାୟ ୬୬୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଅଟେ ।| []

    1. 1 2 3 4 5 "Cyramza". Archived from the original on 24 October 2020. Retrieved 15 October 2021.
    2. 1 2 3 4 5 "Ramucirumab Monograph for Professionals". Drugs.com (in ଇଂରାଜୀ). Archived from the original on 24 September 2020. Retrieved 15 October 2021.
    3. "Cyramza Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 October 2021.
    4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 933. ISBN 978-0-85711-369-6.{{cite book}}: CS1 maint: date format (link)