ରାମ ଝୁଲା
ଦେଖଣା
(Ram Jhulaରୁ ଲେଉଟି ଆସିଛି)
ରାମ ଝୁଲା ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଥିବା ଋଷିକେଶରମୁନି କି ରେତିଠାରେ ଅବସ୍ଥିତ ଲୁହାରେ ତିଆରି ଏକ ଝୁଲନ୍ତା ପୋଲ୧୯୮୦ରେ ତିଆରି ଏହି ପୋଲ ଗଙ୍ଗା ନଦୀ ଉପରେ ତିଆରି ଏକ ଋଷିକେଶର ଏକ ଦର୍ଶନୀୟ ସ୍ଥାନ ।
ରାମ ଝୁଲା ଋଷିକେଶଠାରୁ 3 kilometres (1.9 mi) ଉତ୍ତରରେ ମୁନି କି ରେତିଠାରେ ଅବସ୍ଥିତ । ଏଠାରେ ହିନ୍ଦୁର କେତେକ ଆଶ୍ରମ ଓ ଆଧ୍ୟାତ୍ମିକ କେନ୍ଦ୍ର ଯଥା: "ଗୀତା ଭବନ", ସ୍ୱର୍ଗ ଆଶ୍ରମ ଆଦି ରହିଛି । [୧] ଏହା ସ୍ୱର୍ଗ ଧାମ, ଗୀତା ଭବନ ଓ ବାକି ମନ୍ଦିରମାନଙ୍କ ସହ ଶିବାନନ୍ଦ ଆଶ୍ରମର ସଂଯୋଗ ସ୍ଥାପନ କରିଥାଏ ।ନିର୍ମାଣ ଶୈଳୀରେ ଏକା ହେଲେ ବି ଏହା ଲକ୍ଷ୍ମଣ ଝୁଲାଠାରୁ ବଡ଼ ।[୨]
ଆଧାର
[ସମ୍ପାଦନା]- ↑ "Ram Jhoola, Rishikesh". Archived from the original on 2017-10-13. Retrieved 2012-02-25.
- ↑ Places to see in Rishikesh Ram jhula
30°07′24″N 78°18′52″E / 30.123238°N 78.314438°E