ରାମ ଝୁଲା
ଦେଖଣା
ରାମ ଝୁଲା ଭାରତର ଉତ୍ତରାଖଣ୍ଡ ରାଜ୍ୟରେ ଥିବା ଋଷିକେଶରମୁନି କି ରେତିଠାରେ ଅବସ୍ଥିତ ଲୁହାରେ ତିଆରି ଏକ ଝୁଲନ୍ତା ପୋଲ୧୯୮୦ରେ ତିଆରି ଏହି ପୋଲ ଗଙ୍ଗା ନଦୀ ଉପରେ ତିଆରି ଏକ ଋଷିକେଶର ଏକ ଦର୍ଶନୀୟ ସ୍ଥାନ ।
ରାମ ଝୁଲା ଋଷିକେଶଠାରୁ 3 kilometres (1.9 mi) ଉତ୍ତରରେ ମୁନି କି ରେତିଠାରେ ଅବସ୍ଥିତ । ଏଠାରେ ହିନ୍ଦୁର କେତେକ ଆଶ୍ରମ ଓ ଆଧ୍ୟାତ୍ମିକ କେନ୍ଦ୍ର ଯଥା: "ଗୀତା ଭବନ", ସ୍ୱର୍ଗ ଆଶ୍ରମ ଆଦି ରହିଛି । [୧] ଏହା ସ୍ୱର୍ଗ ଧାମ, ଗୀତା ଭବନ ଓ ବାକି ମନ୍ଦିରମାନଙ୍କ ସହ ଶିବାନନ୍ଦ ଆଶ୍ରମର ସଂଯୋଗ ସ୍ଥାପନ କରିଥାଏ ।ନିର୍ମାଣ ଶୈଳୀରେ ଏକା ହେଲେ ବି ଏହା ଲକ୍ଷ୍ମଣ ଝୁଲାଠାରୁ ବଡ଼ ।[୨]
ଆଧାର
[ସମ୍ପାଦନା]- ↑ "Ram Jhoola, Rishikesh". Archived from the original on 2017-10-13. Retrieved 2012-02-25.
- ↑ Places to see in Rishikesh Ram jhula
30°07′24″N 78°18′52″E / 30.123238°N 78.314438°E