ରାଧା କୃଷ୍ଣ ପଟ୍ଟନାୟକ
ଦେଖଣା
(Radha Krishna Pattanaikରୁ ଲେଉଟି ଆସିଛି)
ରାଧା କୃଷ୍ଣ ପଟ୍ଟନାୟକ ଜଣେ ଭାରତୀୟ ଆଇନଜିବି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[୧][୨]
ବୃତ୍ତି
[ସମ୍ପାଦନା]ରାଧା କୃଷ୍ଣ ପଟ୍ଟନାୟକ ଓଡ଼ିଶା ସୁପିରିଅର ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୦୯ ମସିହାରେ ଜିଲ୍ଲା ଓ ଦୌରା ଜଜ ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଓଡ଼ିଶା ଆଇନ ବିଭାଗର ସଚିବ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ ଥିଲେ ।[୩]
୧୯।୧୦।୨୦୨୧ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ।[୪][୩]
ଆଧାର
[ସମ୍ପାଦନା]- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
- ↑ www.ETLegalWorld.com. "Odisha: Three state high court judges sworn in - ET LegalWorld". ETLegalWorld.com (in ଇଂରାଜୀ). Retrieved 2024-12-22.
- ↑ ୩.୦ ୩.୧ Service, Express News (2021-10-20). "Three judges of Orissa High Court sworn in". The New Indian Express (in ଇଂରାଜୀ). Retrieved 2024-12-22.
- ↑ "Odisha: Three state high court judges sworn in". The Times of India. 2021-10-20. ISSN 0971-8257. Retrieved 2024-12-22.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |