ରବୀନ୍ଦ୍ର ମଣ୍ଡପ
ଦେଖଣା
(Rabindra Mandapରୁ ଲେଉଟି ଆସିଛି)
ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ଥିବା ଏକ ସରକାରୀ ପ୍ରେକ୍ଷାଳୟ । ପ୍ରେକ୍ଷାଳୟଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ମଧୁସୂଦନ ନଗରଠାରେ ଅବସ୍ଥିତ । ଏହା ରବୀନ୍ଦ୍ରନାଥ ଠାକୁରଙ୍କ ନାମରେ ନାମିତ । ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।[୧]
ଇତିହାସ
[ସମ୍ପାଦନା]ରବୀନ୍ଦ୍ର ମଣ୍ଡପ, ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଜୁଲିଅସ ଭାଜ ଏହି ପ୍ରେକ୍ଷାଳୟକୁ ଡିଜାଇନ କରିଥିଲେ ।[୨]
ସୁବିଧା ଓ ସୁଯୋଗ
[ସମ୍ପାଦନା]ଏହି ମଣ୍ଡପରେ ୮୬୦ ଜଣ ଲୋକଙ୍କର ବସିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୫୬୦ଟି ସିଟ ମୁଖ୍ୟ ହଲରେ, ୨୩୫ଟି ସିଟ ବାଲକୋନୀରେ ଓ ୩୫ଟି ସିଟ ଲବିରେ ଅଛି । ଏଠାରେ ୩୨ ଚ୍ୟାନେଲ ସାଉଣ୍ଡ ମିକ୍ସିଂର କନସୋଲ ରହିଛି ।[୩]
ଆଧାର
[ସମ୍ପାଦନା]- ↑ "କଳା ଓ ସଂସ୍କୃତି". www.khordha.nic.in. Archived from the original on 11 September 2023. Retrieved 11 September 2023.
- ↑ "Centres Of Cultural Activities". www.visit.bhubaneswar.me. bhubaneswar.me. Archived from the original on 11 September 2023. Retrieved 11 September 2023.
- ↑ "Rabindra Mandap gets a facelift". www.newindianexpress.com. The New Indian Express. Archived from the original on 11 September 2023. Retrieved 11 September 2023.