କାଡ଼ିଆଁ

ଉଇକିପିଡ଼ିଆ ରୁ
(Qadian ରୁ ଲେଉଟି ଆସିଛି)
Jump to navigation Jump to search
Qadian
ਕਾਦੀਆਂ · قادیان
town
Minaratul Masih is one of the major landmarks of Qadian
Minaratul Masih is one of the major landmarks of Qadian
Punjab
Qadian
Qadian
Location in Punjab, India
ଅବସ୍ଥିତି: 31°49′N 75°23′E / 31.82°N 75.39°E / 31.82; 75.39Coordinates: 31°49′N 75°23′E / 31.82°N 75.39°E / 31.82; 75.39
ଦେଶ India
ରାଜ୍ୟPunjab
ଜିଲ୍ଲାGurdaspur
ଉଚ୍ଚତା250 m (820 ft)
ଜନସଂଖ୍ୟା (2011)[୧]
 • ମୋଟ୨୧
ଭାଷା
 • ସରକାରୀPunjabi
IST (UTC+5:30)

କାଡ଼ିଆଁ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

କାଡ଼ିଆଁ ୩୧.୮୨୨୦ ଉତ୍ତର ଅକ୍ଷାଂଶ ଓ ୭୫.୩୭୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଡ଼ିଆଁ ସହରର ମୋଟ ଜନସଂଖ୍ୟା ୨୦୮୨୭ ଅଟେ ।[୩] ସେଥି ମଧ୍ୟରୁ ୫୪.୧୦% ଜଣ ପରୁଷ ହୋଇଥିବା ବେଳେ ୪୫.୯୦% ଜଣ ନାରୀ ଅଟନ୍ତି । କାଡ଼ିଆଁର ସାକ୍ଷରତା ହାର ୭୪.୬୪% ଅଟେ । ଏହା ଜାତୀୟ ହାର ଠାରୁ ୯.୮୦% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୨% ପ୍ରତିଶତ ପୁରୁଷ ଓ ୩୨.୨୨% ନାରୀ ଅଟନ୍ତି । ୧୦.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ପଞ୍ଜାବୀ କାଡ଼ିଆଁର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=23295
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]