କାଡ଼ିଆଁ
Appearance
Qadian
ਕਾਦੀਆਂ · قادیان | |
---|---|
town | |
ଦେଶ | India |
ରାଜ୍ୟ | Punjab |
ଜିଲ୍ଲା | Gurdaspur |
Elevation | 250 m (820 ft) |
Population (2011)[୧] | |
• Total | ୨୧,୮୯୯ |
ଭାଷା | |
• ସରକାରୀ | Punjabi |
Time zone | UTC+5:30 (IST) |
କାଡ଼ିଆଁ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]କାଡ଼ିଆଁ ୩୧.୮୨୨୦ ଉତ୍ତର ଅକ୍ଷାଂଶ ଓ ୭୫.୩୭୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କାଡ଼ିଆଁ ସହରର ମୋଟ ଜନସଂଖ୍ୟା ୨୦୮୨୭ ଅଟେ ।[୩] ସେଥି ମଧ୍ୟରୁ ୫୪.୧୦% ଜଣ ପରୁଷ ହୋଇଥିବା ବେଳେ ୪୫.୯୦% ଜଣ ନାରୀ ଅଟନ୍ତି । କାଡ଼ିଆଁର ସାକ୍ଷରତା ହାର ୭୪.୬୪% ଅଟେ । ଏହା ଜାତୀୟ ହାରଠାରୁ ୯.୮୦% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୨% ପ୍ରତିଶତ ପୁରୁଷ ଓ ୩୨.୨୨% ନାରୀ ଅଟନ୍ତି । ୧୦.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ପଞ୍ଜାବୀ କାଡ଼ିଆଁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=23295
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.