Jump to content

ପ୍ରୋଟ୍ରିପ୍ଟିଲାଇନ

ଉଇକିପିଡ଼ିଆ‌ରୁ
(Protriptylineରୁ ଲେଉଟି ଆସିଛି)
ପ୍ରୋଟ୍ରିପ୍ଟିଲାଇନ
Clinical data
Trade namesVivactyl, others
SynonymsAmimethyline; Protriptyline hydrochloride; MK-240
AHFS/Drugs.commonograph
MedlinePlusa604025
Pregnancy
category
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability77–93%[]
    Protein binding92%[]
    MetabolismLiver
    Elimination half-life54–92 hours
    ExcretionUrine: 50%[]
    Feces: minor[]
    Identifiers
    • 3-(5H-dibenzo[a,d][7]annulen-5-yl)-N-methylpropan-1-amine
    ECHA InfoCard100.006.474 Edit this at Wikidata
    Chemical and physical data
    FormulaC19H21N
    Molar mass୨୬୩.୩୮ g·mol−1
    3D model (JSmol)
    • c3cc2c(\C=C/c1c(cccc1)C2CCCNC)cc3
    • InChI=1S/C19H21N/c1-20-14-6-11-19-17-9-4-2-7-15(17)12-13-16-8-3-5-10-18(16)19/h2-5,7-10,12-13,19-20H,6,11,14H2,1H3 checkY
    • Key:BWPIARFWQZKAIA-UHFFFAOYSA-N checkY
      (verify)

    ପ୍ରୋଟ୍ରିପ୍ଟିଲାଇନ (ଇଂରାଜୀ ଭାଷାରେ Protriptyline), ଅନ୍ୟମାନଙ୍କ ମଧ୍ୟରେ ଭିଭାକ୍ଟିଲ୍ ଏକ ବେପାର ନାମ, ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ପାଇଁ ଏହା ବ୍ୟବହୃତ ହେଉଥିବାବେଳେ ଏହା ଉପଯୋଗୀ ହୋଇପାରି ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଦ୍‌ବେଗ, ମୁଣ୍ଡ ବୁଲାଇବା, ଶୁଖିଲା ପାଟି, ଦ୍ରୁତ ହତ୍‌ସ୍ପନ୍ଦନ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ, ମାନିଆ, ଆତପଦାହ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ।[]

    ୧୯୬୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରୋଟ୍ରିପ୍ଟିଲାଇନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ପ୍ରାୟ ୮୦ ଡଲାର୍ ଥିଲା ।[] ୨୦୦୦ ମସିହା ସୁଦ୍ଧା ଏହା ଅଷ୍ଟ୍ରେଲିଆ କିମ୍ବା ଯୁକ୍ତରାଜ୍ୟରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[]

    1. 1 2 3 4 Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 14 October 2021.
    2. 1 2 3 4 5 6 7 "Protriptyline Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 October 2021.
    3. "Protriptyline (Vivactil) Use During Pregnancy". Drugs.com (in ଇଂରାଜୀ). Archived from the original on 24 November 2020. Retrieved 29 October 2021.
    4. "Protriptyline Prices, Coupons & Savings Tips - GoodRx". GoodRx. Retrieved 29 October 2021.
    5. "Protriptyline". web.archive.org. NHS. 20 August 2013. Archived from the original on 20 August 2013. Retrieved 29 October 2021.{{cite web}}: CS1 maint: bot: original URL status unknown (link)