ପ୍ରିୟା ବାଥିଜା
ଦେଖଣା
(Priya Bathijaରୁ ଲେଉଟି ଆସିଛି)
ପ୍ରିୟା ବାଥିଜା | |
---|---|
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭–୨୦୧୯ ୨୦୨୩ |
ପ୍ରିୟା ବାଥିଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଖ୍ୱାଇସ୍ ଧାରାବାହିକରେ ଆଫ୍ରିନ୍ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ କସମଃ ସେ ଧାରାବାହିକରେ ଗଙ୍ଗା ଭୂମିକାରେ ଓ ବସେରା ଧାରାବାହିକରେ ଅଭିନୟ କରିଥିଲେ ।[୧] ଆଣ୍ଡ୍ ଟିଭିରେ ୨୦୧୯ ମସିହାରେ ପ୍ରସାରିତ ଧାରାବାହିକ ଡାୟନରେ ସେ ମଧ୍ୟ କାମ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଡିଜେ କୱଲଜୀତଙ୍କୁ ବିବାହ କରିଥିଲେ[୩] କିନ୍ତୁ ୨୦୧୯ ମସିହାରେ ଏହି ଦମ୍ପତ୍ତିଙ୍କର ଛାଡ଼ପତ୍ର ହୋଇଥିଲା ।[୪][୫]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା |
---|---|---|
୨୦୦୭–୨୦୦୮ | ଖ୍ୱାଇସ୍ | ଆଫ୍ରିନ୍ ଖାନ୍ |
୨୦୦୮–୨୦୦୯ | କସମଃ ସେ | ଗଙ୍ଗା ୱାଲିଆ |
୨୦୦୯ | ବାସେରା | ନନ୍ଦିନୀ ପାରିଖ |
୨୦୧୦ | ବାବା ଐସୋ ବାର ଢୁଣ୍ଡୋ | ସୁଧା |
୨୦୧୧ | ଦ୍ୱାରକାଧୀଶ - ଭଗୱାନ ଶ୍ରୀ କ୍ରିଷ୍ଣ | ରୁକ୍ମଣୀ |
୨୦୧୨ | ହମ୍ ଫିର୍ ମିଲେଙ୍ଗେ | ଚନ୍ଦାନୀ |
ହଣ୍ଟେଡ୍ ନାଇଟ୍ସ୍ | ||
ଫିଅର୍ ଫାଇଲ୍ସ | ନିଶଦ | |
୨୦୧୩ | ଚୋର୍ ଚୋର୍ ସୁପର୍ ଚୋର୍ | ନୀନା |
୨୦୧୪ | ଦି ବୁଡ଼ି ପ୍ରଜେକ୍ଟ | ମାୟା ମାଲହୋତ୍ରା |
ଏକ୍ ବୁନ୍ଦ ଇସ୍କ | ମନ୍ନତ ଅଗ୍ନିହୋତ୍ରୀ | |
ୟେ ହୈ ଆଶିକୀ (ଅଧ୍ୟାୟ ୭୫) | ମାନିନୀ | |
ଇସ୍କ କିଲ୍ସ (ଅଧ୍ୟାୟ ୧୨) | ପ୍ରିୟା ରାୟ | |
୨୦୧୫–୨୦୧୬ | ସୂର୍ଯ୍ୟପୁତ୍ର କର୍ଣ୍ଣ | କୁନ୍ତୀ |
୨୦୧୬ | ସିଆଡି (୪ ଡିସେମ୍ବର ୨୦୧୬) | ଶୋଖି |
୨୦୧୮–୨୦୧୯ | ଡାୟନ୍ | ଆଶା |
୨୦୨୩ | ତେରେ ଇସ୍କ ମେଁ ଘାୟଲ୍ | ମିସେସ୍ ଓବରୟ |
୨୦୨୪ | ରଣନୀତି: ବାଲାକୋଟ ଆଣ୍ଡ୍ ବିଅଣ୍ଡ୍ | ଆୟେଶା |
ଆଧାର
[ସମ୍ପାଦନା]- ↑ Tankha, Madhur (14 July 2007). "Another love triangle from Balaji Telefilms". The Hindu. Archived from the original on 16 July 2007. Retrieved 19 May 2011.
- ↑ "Priya Bathija joins the cast of &TV's Daayan". IWM Buzz. 17 November 2018.
- ↑ "Priya Bhatija Breaks Her Silence On Her Failed Wedding With DJ Kawaljeet: "It Was Domestic Violence"". www.spotboye.com. Retrieved 2022-10-22.
- ↑ "Priya Bathija's marriage on the rocks?". Times of India. 21 April 2019.
- ↑ "'Daayan' actress Priya Bathija OPENS UP on her failed marriage with DJ Kawaljeet; accuses him of domestic violence she needs to get justice". ABP Live. 28 April 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟା ବାଥିଜା
- ଇନଷ୍ଟାଗ୍ରାମରେ ପ୍ରିୟା ବାଥିଜା