ପ୍ରିୟା ବାଥିଜା
ଦେଖଣା
ପ୍ରିୟା ବାଥିଜା | |
|---|---|
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୭–୨୦୧୯ ୨୦୨୩ |
ପ୍ରିୟା ବାଥିଜା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଖ୍ୱାଇସ୍ ଧାରାବାହିକରେ ଆଫ୍ରିନ୍ ଭୂମିକାରେ ଅଭିନୟ ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ କସମଃ ସେ ଧାରାବାହିକରେ ଗଙ୍ଗା ଭୂମିକାରେ ଓ ବସେରା ଧାରାବାହିକରେ ଅଭିନୟ କରିଥିଲେ ।[୧] ଆଣ୍ଡ୍ ଟିଭିରେ ୨୦୧୯ ମସିହାରେ ପ୍ରସାରିତ ଧାରାବାହିକ ଡାୟନରେ ସେ ମଧ୍ୟ କାମ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଡିଜେ କୱଲଜୀତଙ୍କୁ ବିବାହ କରିଥିଲେ[୩] କିନ୍ତୁ ୨୦୧୯ ମସିହାରେ ଏହି ଦମ୍ପତ୍ତିଙ୍କର ଛାଡ଼ପତ୍ର ହୋଇଥିଲା ।[୪][୫]
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା |
|---|---|---|
| ୨୦୦୭–୨୦୦୮ | ଖ୍ୱାଇସ୍ | ଆଫ୍ରିନ୍ ଖାନ୍ |
| ୨୦୦୮–୨୦୦୯ | କସମଃ ସେ | ଗଙ୍ଗା ୱାଲିଆ |
| ୨୦୦୯ | ବାସେରା | ନନ୍ଦିନୀ ପାରିଖ |
| ୨୦୧୦ | ବାବା ଐସୋ ବାର ଢୁଣ୍ଡୋ | ସୁଧା |
| ୨୦୧୧ | ଦ୍ୱାରକାଧୀଶ - ଭଗୱାନ ଶ୍ରୀ କ୍ରିଷ୍ଣ | ରୁକ୍ମଣୀ |
| ୨୦୧୨ | ହମ୍ ଫିର୍ ମିଲେଙ୍ଗେ | ଚନ୍ଦାନୀ |
| ହଣ୍ଟେଡ୍ ନାଇଟ୍ସ୍ | ||
| ଫିଅର୍ ଫାଇଲ୍ସ | ନିଶଦ | |
| ୨୦୧୩ | ଚୋର୍ ଚୋର୍ ସୁପର୍ ଚୋର୍ | ନୀନା |
| ୨୦୧୪ | ଦି ବୁଡ଼ି ପ୍ରଜେକ୍ଟ | ମାୟା ମାଲହୋତ୍ରା |
| ଏକ୍ ବୁନ୍ଦ ଇସ୍କ | ମନ୍ନତ ଅଗ୍ନିହୋତ୍ରୀ | |
| ୟେ ହୈ ଆଶିକୀ (ଅଧ୍ୟାୟ ୭୫) | ମାନିନୀ | |
| ଇସ୍କ କିଲ୍ସ (ଅଧ୍ୟାୟ ୧୨) | ପ୍ରିୟା ରାୟ | |
| ୨୦୧୫–୨୦୧୬ | ସୂର୍ଯ୍ୟପୁତ୍ର କର୍ଣ୍ଣ | କୁନ୍ତୀ |
| ୨୦୧୬ | ସିଆଡି (୪ ଡିସେମ୍ବର ୨୦୧୬) | ଶୋଖି |
| ୨୦୧୮–୨୦୧୯ | ଡାୟନ୍ | ଆଶା |
| ୨୦୨୩ | ତେରେ ଇସ୍କ ମେଁ ଘାୟଲ୍ | ମିସେସ୍ ଓବରୟ |
| ୨୦୨୪ | ରଣନୀତି: ବାଲାକୋଟ ଆଣ୍ଡ୍ ବିଅଣ୍ଡ୍ | ଆୟେଶା |
ଆଧାର
[ସମ୍ପାଦନା]- ↑ Tankha, Madhur (14 July 2007). "Another love triangle from Balaji Telefilms". The Hindu. Archived from the original on 16 July 2007. Retrieved 19 May 2011.
- ↑ "Priya Bathija joins the cast of &TV's Daayan". IWM Buzz. 17 November 2018.
- ↑ "Priya Bhatija Breaks Her Silence On Her Failed Wedding With DJ Kawaljeet: "It Was Domestic Violence"". www.spotboye.com. Retrieved 2022-10-22.
- ↑ "Priya Bathija's marriage on the rocks?". Times of India. 21 April 2019.
- ↑ "'Daayan' actress Priya Bathija OPENS UP on her failed marriage with DJ Kawaljeet; accuses him of domestic violence she needs to get justice". ABP Live. 28 April 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟା ବାଥିଜା
- ଇନଷ୍ଟାଗ୍ରାମରେ ପ୍ରିୟା ବାଥିଜା