ପ୍ରଭାତ ମହାପାତ୍ର
ଦେଖଣା
(Prabhat Mohapatraରୁ ଲେଉଟି ଆସିଛି)
ପ୍ରଭାତ ମହାପାତ୍ର | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ଦିଲ୍ଲୀପ କୁମାର ରାୟ |
ପର ଅଧିକାରୀ | ଅଜିତ ଦାସ |
ନିର୍ବାଚନ ମଣ୍ଡଳୀ | ରାଉରକେଲା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ପଦ୍ମଜା ମହାପାତ୍ର |
ବାପା/ବୋଉ | କେଶବ ଚନ୍ଦ୍ର ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଭାତ ମହାପାତ୍ର ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଭାତ ମହାପାତ୍ରଙ୍କ ବାପାଙ୍କ ନାମ କେଶବ ଚନ୍ଦ୍ର ମହାପାତ୍ର ଏବଂ ମାଆଙ୍କ ନାମ ପଦ୍ମଜା ମହାପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଭାତ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Prabhat Mohapatra". odishaassembly.nic.in. Odisha Assembly. Retrieved 25 November 2020.
- ↑ "କାହାକୁ ବିଧାୟକ କରିବେ ରାଉରକେଲାବାସୀ ? | Kanak News". Kanak News. kanaknews.com. 18 April 2019. Retrieved 25 November 2020.