ପୂଜା ବାନାର୍ଜୀ
ପୂଜା ବାନାର୍ଜୀ | |
---|---|
ଜନ୍ମ | ଅଲିଗଡ଼, ଉତ୍ତର ପ୍ରଦେଶ, ଭାରତ | ୮ ନଭେମ୍ବର ୧୯୯୧
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୧–ଏବେଯାଏଁ |
ପ୍ରସିଦ୍ଧି |
|
ବୈବାହିକ-ସାଥୀ | ସନ୍ଦୀପ ସ୍ୱଜୱାଲ (ବିବାହ: ୨୦୧୭)[୧] |
ସନ୍ତାନ | ୧ |
ପୂଜା ବାନାର୍ଜୀ (ଜନ୍ମ: ୮ ନଭେମ୍ବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୧] ସେ ଏମ୍ଟିଭି ରୋଡ଼ିଜ୍ରେ ଜଣେ ପ୍ରତିଯୋଗୀ ଭାବେ ନିଜର ଦୂରଦର୍ଶନ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନାୟିକା ଭାବରେ ଏକ୍ ଦୂସ୍ରେ ସେ କର୍ତେ ହେଁ ପ୍ୟାର୍ ହମ୍ରେ କାମ କରିବା ଆରମ୍ଭ କରିଥିଲେ ।[୨]
ସେ ଏକତା କପୁରଙ୍କଦ୍ୱାରା ନିର୍ମିତ ଧାରାବାହିକ ଚନ୍ଦ୍ରକାନ୍ତା, ଚନ୍ଦ୍ର ନନ୍ଦିନୀ ଓ ଦିଲ୍ ଦିଲ୍ ତୋ ହୈ ଆଦିରେ ଅଭିନୟ କରି ପ୍ରାରମ୍ଭିକ ଲୋକପ୍ରିୟତା ପାଇଥିଲେ ।[୩] ଏହାପରେ ସେ କସୌଟି ଜିନ୍ଦେଗୀ କେରେ ନିବେଦିତା ବସୁ ଭୂମିକାରେ ଓ କୁମ୍କୁମ୍ ଭାଗ୍ୟରେ ରିୟା ମେହେରା ଭୂମିକାରେ ଅଭିନୟ କରିବା ପରେ, ସେ ଲୋକପ୍ରିୟତା ପାଇଥିଲେ ଏବଂ ଘରେ ଘରେ ପରିଚିତି ପାଇଥିଲେ ।[୪][୫] ୨୦୧୮ ମସିହାରୁ ସେ କପୁରଙ୍କଦ୍ୱାରା ନିର୍ମିତ ୱେବ୍ ସିରିଜ୍ କେହେନେ କୋ ହମ୍ସଫର୍ ହୈର ୩ଟି ସିଜିନରେ ବାଣୀ ମେହେରାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ ଜୀବନ
[ସମ୍ପାଦନା]୨୦୧୧ ମସିହାରେ, ସେ ଏମ୍ଟିଭି ରୋଡ଼ିଜ୍ ସିଜନ ୮ରେ ଅଂଶଗ୍ରହଣ କରି ଥିଲେ ।[୧] ୨୦୧୨ ମସିହାରେ ସେ ଷ୍ଟାର୍ ପ୍ଲସ୍ରେ ଏକ୍ ଦୁସ୍ରେ ସେ କର୍ତେ ହୈ ପ୍ୟାର୍ ହମ୍ ଜରିଆରେ ଧାରାବାହିକରେ କାମ କରିବା ଆରମ୍ଭ କରିଥିଲେ ।[୭] ୨୦୧୩ ମସିହାରେ, ସେ ପରଜାଦ୍ ଭାବରେ ଲାଇଫ୍ ଓକେରେ ପ୍ରସାରିତ ଦି ଆଡଭେଞ୍ଚର ଅଫ୍ ହାତିମରେ ଅଭିନୟ କରିଥିଲେ ।[୮]
ସେହି ବର୍ଷ, ସେ ସାହାର ୱାନ୍ରେ ପ୍ରସାରିତ ଧାରାବାହିକ ଧାରାବାହିକ ଘର୍ ଆଜା ପରଦେଶୀରେ ରୁଦ୍ରାଣୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ବକ୍ସ କ୍ରିକେଟ୍ ଲିଗ୍ର ପ୍ରଥମ ସିଜିନ୍ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ଚେନାଲ୍ ଭିରେ ପ୍ରସାରିତ ଧାରାବାହିକ ସୁଇମ୍ ଟିମ୍ରେ କାମ କରିଥିଲେ ।[୯][୧୦]
୨୦୧୬ ମସିହାରେ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ନାଗାର୍ଜୁନରେ ସେ କାମ କରିଥିଲେ ।[୬] ୨୦୧୭ ମସିହାରେ, ସେ ଐତିହାସିକ ରୋମାଣ୍ଟିକ୍ ଡ୍ରାମା ଚନ୍ଦ୍ର ନନ୍ଦିନୀରେ ବିଶାଖା ଓ କାଳ୍ପନିକ ଡ୍ରାମା ଚନ୍ଦ୍ରକାନ୍ତାରେ ସୂର୍ଯ୍ୟକାନ୍ତା ଭାବରେ ସହାୟକ ଭୂମିକାରେ ଅଭିନୟ କରିଥିଲେ ।[୧୧][୧୨]
ପରବର୍ତ୍ତୀ ସମୟରେ ସେ ବକ୍ସ କ୍ରିକେଟ୍ ଲିଗ୍ର ଚତୁର୍ଥ ସିଜନ୍ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ୨୦୧୮ ମସିହାରେ, ସେ ଧାରାବାହିକ ଦିଲ୍ ହି ତୋ ହୈରେ କାମ କରିଥିଲେ ।[୧୩][୧୪]
୨୦୧୮ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ସେ ୱେବ୍ ସିରିଜ୍ କେହେନେ କୋ ହମ୍ସଫର୍ ହୈରେ ବନି ମେହେରା ଭାବରେ ଅଭିନୟ କରିଥିଲେ ଏବଂ ୨୦୧୯ ମସିହାରେ ନାଚ୍ ବଲିୟେ ସିଜନ୍ ୯ରେ ଅଂଶଗ୍ରହଣ କରିଥିଲେ । ୨୦୨୦ ମସିହାରେ ସେ ୱେବ୍ ସିରିଜ୍ ଦି କସିନୋରେ ଅଭିନୟ କରିଥିଲେ ।[୧୫]
୨୦୨୦ ମସିହାରୁ ୨୦୨୨ ପର୍ଯ୍ୟନ୍ତ, ଧାରାବାହିକ କୁମ୍କୁମ୍ ଭାଗ୍ୟରେ ରିୟା ମେହେରା ଭୂକିକା ଅଭିନୟ କରିଥିଲେ ।[୧୬]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨୦୧୭ ମସିହାର ଫେବୃଆରୀ ୨୮ ତାରିଖରେ, ସେ ପେଶାଦାର ଭାରତୀୟ ସନ୍ତରଣକାରୀ ସନ୍ଦୀପ ସେଜୱାଲଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।[୧୭]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଶୀର୍ଷକ | ଭୂମିକା | ଆଧାର |
---|---|---|---|
୨୦୧୧ | ଏମ୍ଟିଭି ରୋଡ଼ିଜ୍ | ପ୍ରତିଯୋଗୀ | |
୨୦୧୨ | ଏକ୍ ଦୁସ୍ରେ ସେ କର୍ତେ ହେଁ ପ୍ୟାର୍ ହମ୍ | ତେଜଲ୍ ମଜୁମଦାର | [୧୮] |
୨୦୧୩–୨୦୧୪ | ଦି ଆଡ୍ଭେଞ୍ଜର୍ସ୍ ଅଫ୍ ହାତିମ୍ | [୮] | |
୨୦୧୩ | ଘର୍ ଆଜା ପରଦେଶୀ | ରୁଦ୍ରାଣୀ | |
୨୦୧୪–୨-୧୫ | ବକ୍ସ କ୍ରିକେଟ୍ ଲିଗ୍ ୧ | ପ୍ରତିଯୋଗୀ | [୧୯] |
୨୦୧୫–୨୦୧୬ | ସ୍ୱିମ୍ ଟୀମ୍ | ରେୱା ମାଥୁର୍ | [୨୦] |
୨୦୧୫ | ହାଲ୍ଲା ବୋଲ୍ ୨ | ମୀରା | |
ମାନ୍ ନା ମାନ୍ ମେଁ ତେରା ମେହମାନ୍ | ଅନାରକଲି | ||
୨୦୧୬-୨୦୧୭ | ନାଗାର୍ଜୁନ-ଏକ ଯୋଦ୍ଧା | ନୂରୀ ଶାସ୍ତ୍ରୀ | |
୨୦୧୭ | ଚନ୍ଦ୍ର ନନ୍ଦିନୀ | ବିଶାଖା | [୧୨] |
ଚନ୍ଦ୍ରକାନ୍ତା | |||
୨୦୧୮ | ବକ୍ସ କ୍ରିକେଟ୍ ଲିଗ୍ ୩ | ପ୍ରତିଯୋଗୀ | |
ଦିଲ୍ ହି ତୋ ହୈ | ଆରୋହୀ | ||
ବିକ୍ରମ ବେତାଳ କି ରହସ୍ୟ ଗାଥା | ସୋନପ୍ରଭା | [୨୧] | |
୨୦୧୮–୨୦୨୦ | କସୌଟି ଜିଙ୍ଗେଦି କେ | ନିବେଦିତା ବସୁ ସେନଗୁପ୍ତା | |
୨୦୧୯ | ବକ୍ସ କ୍ରିକେଟ୍ ଲିଗ୍ ୪ | ପ୍ରତିଯୋଗୀ | |
ନାଚ୍ ବଲିୟେ ୯ | |||
୨୦୨୦–୨୦୨୨ | କୁମ୍କୁମ୍ ଭାଗ୍ୟ | ରିୟା ମେହେରା | [୧୬] |
୨୦୨୩ | ବଡ଼େ ଅଚ୍ଛେ ଲଗ୍ତେ ହେଁ ୨ | ପିହୁ କପୁର |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ଧାରାବାହିକ | ଭୂମିକା | ଆଧାର |
---|---|---|---|
୨୦୧୮-୨୦୨୦ | କେହେନେ କୋ ହମ୍ସଫର୍ ହେଁ | ବାଣୀ ମେହେରା | |
୨୦୧୯ | ଓନ୍ଲି ଫର୍ ସିଙ୍ଗଲ୍ସ୍ | ଅପ୍ପୁ | |
୨୦୨୦ | ଦି କସିନୋ | ରିୟା ମାରୱା | [୧୫] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Swimming is his first love: Pooja Banerjee on national swimmer husband Sandeep Sejwal". The Times of India. 27 August 2018. Retrieved 21 June 2022.
- ↑ "Pooja Banerjee's love for bikes". Times Of India. 19 April 2013.
- ↑ "Behind the scenes: Erica Fernandes and Pooja Banerjee deck up to celebrate Durga Puja in Kasautii Zindagii Kay 2". The Times of India. 9 October 2018.
- ↑ "'I am really exhausted when I reach home'". Rediff.
- ↑ "Pooja Banerjee: I am not here to show skin". Times Of India. 10 April 2015.
- ↑ ୬.୦ ୬.୧ "Jodha Akbar and other TV shows: How the actors cope with shooting in hot, open locales". Archived from the original on 2 May 2015.
- ↑ Pooja Banerjee to enter EK Dusre Se Karte Hain -Times Of India
- ↑ ୮.୦ ୮.୧ "It's all about the name for Pooja Banerjee". Times Of India. 30 December 2013.
- ↑ "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
- ↑ "In Pics: National level swimmer Pooja Banerjee turns glamorous for 'Swim Team'". Daily Bhaskar. 24 March 2015.
- ↑ "Pooja Banerjee Truly Believes In 'Pyaar Dosti Hai'; Says, 'I Know My Husband Since Standard 4'- EXCLUSIVE". Spotboye.
- ↑ ୧୨.୦ ୧୨.୧ "Pooja Banerjee on doing Chandra Nandini: I was dying to do a negative character". The Indian Express (in ଆମେରିକୀୟ ଇଂରାଜୀ). 2017-05-02. Retrieved 2018-08-09.
- ↑ "Pooja Banerjee: Being married to a swimmer means an extremely disciplined and healthy lifestyle". www.hindustantimes.com. 30 August 2018.
- ↑ "Ekta Kapoor's Dil Hi Toh Hai to premiere today; 5 reasons to watch the show". India Today (in ଇଂରାଜୀ). Retrieved 2021-09-20.
- ↑ ୧୫.୦ ୧୫.୧ "Meet The Star Cast Of Upcoming ZEE5 Original Web Series The Casino #MyGameMyRules - Zee5 News". ZEE5 (in ଇଂରାଜୀ). Retrieved 2021-09-20.
- ↑ ୧୬.୦ ୧୬.୧ "Pooja Banerjee replaces Naina Singh in 'Kumkum Bhagya'". The Times of India. 18 July 2020. Retrieved 17 February 2021.
- ↑ "Pooja Banerjee Truly Believes In Paar Dosti Hai'; Says, 'I Know My Husband Since Standard 4'- EXCLUSIVE". Spotboye.
- ↑ Pooja Banerjee to enter EK Dusre Se Karte Hain -Times Of India
- ↑ "Box Cricket League Teams: BCL 2014 Team Details With TV Actors & Names of Celebrities". india.com. Retrieved 14 December 2014.
- ↑ "In Pics: National level swimmer Pooja Banerjee turns glamorous for 'Swim Team'". Daily Bhaskar. 24 March 2015.
- ↑ "Himesh Reshammiya's new album Aap se Mausiiquii star Puja Banerjee finds him sweet, caring". The Indian Express (in ଇଂରାଜୀ). 2016-11-11. Retrieved 2021-09-20.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ବାନାର୍ଜୀ
- ଇନଷ୍ଟାଗ୍ରାମରେ ପୂଜା ବାନାର୍ଜୀ