ପ୍ଲେକାନାଟାଇଡ
ଦେଖଣା
(Plecanatideରୁ ଲେଉଟି ଆସିଛି)
Clinical data | |
---|---|
Trade names | Trulance |
Synonyms | SP-304 |
AHFS/Drugs.com | monograph |
data |
|
Routes of administration | By mouth |
Legal status | |
Legal status |
|
Chemical and physical data | |
Formula | C65H104N18O26S4 |
Molar mass | ୧,୬୮୧.୮୯ g·mol−1 |
3D model (JSmol) | |
| |
|
ପ୍ଲେକାନାଟାଇଡ (ଇଂରାଜୀ ଭାଷାରେ Plecanatide), ଟ୍ରୁଲାନ୍ସ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇଡିଓପାଥିକ କୋଷ୍ଠକାଠିନ୍ୟ (CIC) ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଜନିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଅନ୍ତର୍ଭୁକ୍ତ ।[୧] ପିଲାମାନଙ୍କରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଗୁଆନିଲେଟ୍ ସାଇକ୍ଲେଜ୍-ସି ସକ୍ରିୟ କରି କାମ କରେ ଯାହା ଯୋଗୁ ଅନ୍ତନଳୀରେ କ୍ଲୋରାଇଡ ଏବଂ ବାଇକାର୍ବୋନାଟ ନିଷ୍କାସିତ ହୋଇଥାଏ ।[୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ଲେକାନାଟାଇଡ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହା ପିଛା ପ୍ରାୟ ୪୭୦ ଡଲାର ଖର୍ଚ୍ଚ ହୁଏ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "DailyMed - TRULANCE IMMEDIATE RELEASE- plecanatide tablet". dailymed.nlm.nih.gov. Archived from the original on 28 March 2021. Retrieved 28 October 2021.
- ↑ ୨.୦ ୨.୧ "Plecanatide Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2019. Retrieved 28 October 2021.
- ↑ "Plecanatide (Trulance) Use During Pregnancy". Drugs.com (in ଇଂରାଜୀ). Archived from the original on 28 October 2020. Retrieved 28 October 2021.
- ↑ "Plecanatide Prices, Coupons & Savings Tips - GoodRx". GoodRx. Retrieved 28 October 2021.