ପ୍ଲେକାନାଟାଇଡ

ଉଇକିପିଡ଼ିଆ‌ରୁ
ପ୍ଲେକାନାଟାଇଡ
Clinical data
Trade namesTrulance
SynonymsSP-304
AHFS/Drugs.commonograph
data
Routes of
administration
By mouth
Legal status
Legal status
Chemical and physical data
FormulaC65H104N18O26S4
Molar mass୧,୬୮୧.୮୯ g·mol−1
3D model (JSmol)
  • CC1C(=O)NC2CSSCC(C(=O)NC(C(=O)NC(C(=O)NC(CSSCC(NC(=O)CNC(=O)C(NC2=O)C(C)O)C(=O)NC(CC(C)C)C(=O)O)C(=O)NC(C(=O)NC(C(=O)NC(C(=O)N1)C(C)C)CC(=O)N)C(C)C)CC(C)C)CCC(=O)O)NC(=O)C(CCC(=O)O)NC(=O)C(CC(=O)O)NC(=O)C(CC(=O)N)N
  • InChI=1S/C65H104N18O26S4/c1-25(2)15-34-55(98)80-41-24-113-110-21-38(58(101)77-37(65(108)109)16-26(3)4)71-44(87)20-69-62(105)50(30(10)84)83-61(104)40(78-51(94)29(9)70-63(106)48(27(5)6)81-57(100)35(18-43(68)86)76-64(107)49(28(7)8)82-60(41)103)23-112-111-22-39(59(102)73-32(53(96)75-34)11-13-45(88)89)79-54(97)33(12-14-46(90)91)72-56(99)36(19-47(92)93)74-52(95)31(66)17-42(67)85/h25-41,48-50,84H,11-24,66H2,1-10H3,(H2,67,85)(H2,68,86)(H,69,105)(H,70,106)(H,71,87)(H,72,99)(H,73,102)(H,74,95)(H,75,96)(H,76,107)(H,77,101)(H,78,94)(H,79,97)(H,80,98)(H,81,100)(H,82,103)(H,83,104)(H,88,89)(H,90,91)(H,92,93)(H,108,109)/t29-,30+,31-,32-,33-,34-,35-,36-,37-,38-,39-,40-,41-,48-,49-,50-/m0/s1 ☒N
  • Key:NSPHQWLKCGGCQR-DLJDZFDSSA-N ☒N

ପ୍ଲେକାନାଟାଇଡ (ଇଂରାଜୀ ଭାଷାରେ Plecanatide), ଟ୍ରୁଲାନ୍ସ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା କ୍ରନିକ ଇଡିଓପାଥିକ କୋଷ୍ଠକାଠିନ୍ୟ (CIC) ଏବଂ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ଜନିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଅନ୍ତର୍ଭୁକ୍ତ ।[୧] ପିଲାମାନଙ୍କରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଗୁଆନିଲେଟ୍ ସାଇକ୍ଲେଜ୍-ସି ସକ୍ରିୟ କରି କାମ କରେ ଯାହା ଯୋଗୁ ଅନ୍ତନଳୀରେ କ୍ଲୋରାଇଡ ଏବଂ ବାଇକାର୍ବୋନାଟ ନିଷ୍କାସିତ ହୋଇଥାଏ ।[୨]

୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ଲେକାନାଟାଇଡ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏକ ମାସରେ ଏହା ପିଛା ପ୍ରାୟ ୪୭୦ ଡଲାର ଖର୍ଚ୍ଚ ହୁଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "DailyMed - TRULANCE IMMEDIATE RELEASE- plecanatide tablet". dailymed.nlm.nih.gov. Archived from the original on 28 March 2021. Retrieved 28 October 2021.
  2. ୨.୦ ୨.୧ "Plecanatide Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2019. Retrieved 28 October 2021.
  3. "Plecanatide (Trulance) Use During Pregnancy". Drugs.com (in ଇଂରାଜୀ). Archived from the original on 28 October 2020. Retrieved 28 October 2021.
  4. "Plecanatide Prices, Coupons & Savings Tips - GoodRx". GoodRx. Retrieved 28 October 2021.