Jump to content

ପିମାଭାନସେରିନ

ଉଇକିପିଡ଼ିଆ‌ରୁ
(Pimavanserinରୁ ଲେଉଟି ଆସିଛି)
ପିମାଭାନସେରିନ
Clinical data
Trade namesNuplazid
SynonymsACP-103; BVF-048
AHFS/Drugs.commonograph
Routes of
administration
By mouth (tablets)
Legal status
Legal status
Pharmacokinetic data
Protein binding94–97%[]
MetabolismLiver (CYP3A4, CYP3A5, CYP2J2)[]
Elimination half-life54–56 hours[]
Identifiers
  • N-(4-fluorophenylmethyl)-N-(1-methylpiperidin-4-yl)-N'-(4-(2-methylpropyloxy)phenylmethyl)carbamide
Chemical and physical data
FormulaC25H34FN3O2
Molar mass୪୨୭.୫୬ g·mol−1
3D model (JSmol)
  • CC(C)COc3ccc(cc3)CNC(=O)N(C(CC2)CCN2C)Cc(cc1)ccc1F
  • InChI=1S/C25H34FN3O2/c1-19(2)18-31-24-10-6-20(7-11-24)16-27-25(30)29(23-12-14-28(3)15-13-23)17-21-4-8-22(26)9-5-21/h4-11,19,23H,12-18H2,1-3H3,(H,27,30) ☒N
  • Key:RKEWSXXUOLRFBX-UHFFFAOYSA-N ☒N
  (verify)

ପିମାଭାନସେରିନ, ଏକ ବେପାର ନାମ ନ୍ୟୁପ୍ଲାଜିଡ, ହେଉଛି ଏକ ଔଷଧ ଯାହା ପାର୍କିନ୍‌ସନ୍ ରୋଗରେ ହେଉଥିବା ସାଇକୋସିସର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଡିମେନ୍ସିଆ କାରଣରୁ ହେଉଥିବା ସାଇକୋସିସ୍ ପାଇଁ ଏହା ସୁପାରିଶ କରାଯାଏ ନାହିଁ ।[] ଏହା ପାଟିଦ୍ୱାରା ନିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି (QT) ବିସ୍ତାର ହୋଇପାରେ ।[] ଯକୃତ ଜନିତ ସମସ୍ୟାରେ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ | [] ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ କିନ୍ତୁ ସେରୋଟୋନିନ୍ ରିସେପ୍ଟର ଉପରେ ପ୍ରଭାବ ପକାଇପାରେ ।[]

୨୦୧୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପିମାଭାନସେରିନ ଅନୁମୋଦିତ ହୋଇଥିଲେ ।[] ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ପିଛା ମାସକୁ ପ୍ରାୟ ୪,୨୦୦ ଡଲାର ଖର୍ଚ୍ଚ ହୋଇଥାଏ ।[]

  1. 1 2 Friedman JH (October 2013). "Pimavanserin for the treatment of Parkinson's disease psychosis". Expert Opinion on Pharmacotherapy. 14 (14): 1969–75. doi:10.1517/14656566.2013.819345. PMID 24016069. S2CID 35649566.
  2. "Nuplazid (pimavanserin) Tablets, for Oral Use. U.S. Full Prescribing Information" (PDF). ACADIA Pharmaceuticals Inc. Archived from the original (PDF) on 3 October 2018. Retrieved 5 Nov 2018.
  3. 1 2 3 4 5 6 7 "Pimavanserin Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 28 October 2021.
  4. 1 2 "DailyMed - NUPLAZID- pimavanserin tartrate capsule NUPLAZID- pimavanserin tartrate tablet, coated". dailymed.nlm.nih.gov. Archived from the original on 4 May 2021. Retrieved 28 October 2021.
  5. "Pimavanserin". SPS - Specialist Pharmacy Service. 1 January 2016. Archived from the original on 28 October 2021. Retrieved 28 October 2021.
  6. "Nuplazid Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 28 October 2021.