ଫୁଲେରା
ଦେଖଣା
(Phuleraରୁ ଲେଉଟି ଆସିଛି)
Phulera | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Jaipur |
Elevation | 387 m (1,270 ft) |
Population (2001) | |
• Total | ୨୧,୬୩୯ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଫୁଲେରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଜଇପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଫୁଲେରା ୨୬.୮୭୪୦ ଉତ୍ତର ଅକ୍ଷାଂଶ ଓ ୭୫.୨୪୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫୁଲେରା ସହରର ମୋଟ ଜନସଂଖ୍ୟା ୨୧୬୩୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ଫୁଲେରାର ସାକ୍ଷରତା ହାର ୭୨.୮୮% ଅଟେ । ଏହା ଜାତୀୟ ହାରଠାରୁ ୮.୦୪% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୩% ପ୍ରତିଶତ ପୁରୁଷ ଓ ୨୯.୭୫% ନାରୀ ଅଟନ୍ତି । ୧୩.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଫୁଲେରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.