ଫୁଲେରା

ଉଇକିପିଡ଼ିଆ ରୁ
Jump to navigation Jump to search
Phulera
city
ଦେଶ India
ରାଜ୍ୟRajasthan
ଜିଲ୍ଲାJaipur
Elevation
387 m (1,270 ft)
ଜନସଂଖ୍ୟା
 (2001)
 • ମୋଟ୨୧,୬୩୯
ଭାଷା
 • ସରକାରୀHindi
ସମୟ ମଣ୍ଡଳUTC+5:30 (IST)

ଫୁଲେରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଜଇପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଫୁଲେରା ୨୬.୮୭୪୦ ଉତ୍ତର ଅକ୍ଷାଂଶ ଓ ୭୫.୨୪୧୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୩୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଫୁଲେରା ସହରର ମୋଟ ଜନସଂଖ୍ୟା ୨୧୬୩୯ ଅଟେ ।[୨] ସେଥି ମଧ୍ୟରୁ ୫୨.୧୩% ଜଣ ପରୁଷ ହୋଇଥିବା ବେଳେ ୪୭.୮୭% ଜଣ ନାରୀ ଅଟନ୍ତି । ଫୁଲେରାର ସାକ୍ଷରତା ହାର ୭୨.୮୮% ଅଟେ । ଏହା ଜାତୀୟ ହାର ଠାରୁ ୮.୦୪% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୩% ପ୍ରତିଶତ ପୁରୁଷ ଓ ୨୯.୭୫% ନାରୀ ଅଟନ୍ତି । ୧୩.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଫୁଲେରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]