ପାନରୁତି
ଦେଖଣା
(Panrutiରୁ ଲେଉଟି ଆସିଛି)
Panruti
பண்ருட்டி | |
---|---|
Town | |
Nickname: PRT | |
Country | India |
State | Tamil Nadu |
District | Cuddalore |
Named for | Making musical equipment raw materials and Jack fruites |
Government | |
• Type | First Grade Municipality |
• Body | Panruti Municipality |
Elevation | 32 m (105 ft) |
Population (2011)[୧] | |
• Total | ୬୦,୩୨୩ |
Time zone | UTC+5:30 (IST) |
PIN | 607106 |
Telephone code | 04142 |
ଯାନବାହାନ ପଞ୍ଚୀକରଣ | TN-31-BS |
Website | Panruti Municipality |
ପାନରୁତି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାନରୁତି ୧୧.୭୬୬୭ ଉତ୍ତର ଅକ୍ଷାଂଶ ଓ ୭୯.୫୫୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାନରୁତି ସହରର ମୋଟ ଜନସଂଖ୍ୟା ୫୫୪୦୦ ଅଟେ ।[୩] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ପାନରୁତିର ସାକ୍ଷରତା ହାର ୬୯.୧୦% ଅଟେ । ଏହା ଜାତୀୟ ହାରଠାରୁ -୪.୨୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୯% ପ୍ରତିଶତ ପୁରୁଷ ଓ ୩୦.୯୧% ନାରୀ ଅଟନ୍ତି । ୧୧.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତାମିଲ ପାନରୁତିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;2011census
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.