ପାନରୁତି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Panruti
பண்ருட்டி
Town
Entrance of Panruti
Nickname: 
PRT
Country India
StateTamil Nadu
DistrictCuddalore
Named forMaking musical equipment raw materials and Jack fruites
Government
 • TypeFirst Grade Municipality
 • BodyPanruti Municipality
Elevation
32 m (105 ft)
Population
 (2011)[୧]
 • Total୬୦,୩୨୩
Time zoneUTC+5:30 (IST)
PIN
607106
Telephone code04142
ଯାନବାହାନ ପଞ୍ଚୀକରଣTN-31-BS
WebsitePanruti Municipality

ପାନରୁତି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର କୁଦ୍ଦଲୋରେ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାନରୁତି ୧୧.୭୬୬୭ ଉତ୍ତର ଅକ୍ଷାଂଶ ଓ ୭୯.୫୫୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାନରୁତି ସହରର ମୋଟ ଜନସଂଖ୍ୟା ୫୫୪୦୦ ଅଟେ ।[୩] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ପାନରୁତିର ସାକ୍ଷରତା ହାର ୬୯.୧୦% ଅଟେ । ଏହା ଜାତୀୟ ହାରଠାରୁ -୪.୨୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୯% ପ୍ରତିଶତ ପୁରୁଷ ଓ ୩୦.୯୧% ନାରୀ ଅଟନ୍ତି । ୧୧.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତାମିଲ ପାନରୁତିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; 2011census ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]