ପାଲନପୁର
ଦେଖଣା
(Palanpurରୁ ଲେଉଟି ଆସିଛି)
Palanpur
પાલનપુર | |
|---|---|
city | |
Kirti Stambh of Palanpur | |
| Country | |
| State | Gujarat |
| District | Banaskantha |
| Elevation | 209 m (686 ft) |
| Population (2011) | |
| • Total | ୧,୪୦,୩୪୪ |
| Languages | |
| • Official | Gujarati, Hindi |
| Time zone | UTC+5:30 (IST) |
| PIN | 385 001 |
| Telephone code | 91-2742 |
| ଯାନବାହାନ ପଞ୍ଚୀକରଣ | GJ-8 |
ପାଲନପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ବନସ୍ କନ୍ଥ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାଲନପୁର ୨୪.୧୭୧୦ ଉତ୍ତର ଅକ୍ଷାଂଶ ଓ ୭୨.୪୩୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲନପୁର ସହରର ମୋଟ ଜନସଂଖ୍ୟା ୧୧୦୩୮୩ ଅଟେ ।[୨] ସେଥି ମଧ୍ୟରୁ ୫୨.୫୬% ଜଣ ପରୁଷ ହୋଇଥିବା ବେଳେ ୪୭.୪୪% ଜଣ ନାରୀ ଅଟନ୍ତି । ପାଲନପୁରର ସାକ୍ଷରତା ହାର ୭୦.୧୬% ଅଟେ । ଏହା ଜାତୀୟ ହାରଠାରୁ -୫.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୧୬% ପ୍ରତିଶତ ପୁରୁଷ ଓ ୨୯.୦୦% ନାରୀ ଅଟନ୍ତି । ୧୨.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ପାଲନପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.