ପଦ୍ମନାଭପୁରମ

ଉଇକିପିଡ଼ିଆ ରୁ
(Padmanabhapuram ରୁ ଲେଉଟି ଆସିଛି)
Jump to navigation Jump to search
ପଦ୍ମନାଭପୁରମ
Padmanabhapuram

பத்மனாபபுரம்
ସହର
ପଦ୍ମନାଭପୁରମ Padmanabhapuram is located in Tamil Nadu
ପଦ୍ମନାଭପୁରମ Padmanabhapuram
ପଦ୍ମନାଭପୁରମ
Padmanabhapuram
ତାମିଲନାଡୁରେ ପଦ୍ମନାଭପୁରମର ଅବସ୍ଥିତି
ଅବସ୍ଥିତି: 8°14′N 77°20′E / 8.23°N 77.33°E / 8.23; 77.33Coordinates: 8°14′N 77°20′E / 8.23°N 77.33°E / 8.23; 77.33
ଦେଶ ଭାରତ
ରାଜ୍ୟତାମିଲନାଡୁ
ଜିଲ୍ଲାକନ୍ୟାକୁମାରୀ
ସରକାର
 • ପ୍ରକାରSecond Grade Municipality
 • ପରିଚାଳନାPadmanabhapuram Municipality
ଉଚ୍ଚତା15 m (49 ft)
ଜନସଂଖ୍ୟା (2011)[୧]
 • ମୋଟ୨୧
IST (UTC+5:30)
ପିନ କୋଡ଼629175
ଟେଲିଫୋନ କୋଡ଼04651
ଗାଡ଼ି ପଞ୍ଜିକରଣTN-75 & TN-74
ପଦ୍ମନାଭପୁରମ ପ୍ରାସାଦ

ପଦ୍ମନାଭପୁରମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପଦ୍ମନାଭପୁରମ ୮.୨୪୭୯ ଉତ୍ତର ଅକ୍ଷାଂଶ ଓ ୭୭.୩୨୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଦ୍ମନାଭପୁରମ ସହରର ମୋଟ ଜନସଂଖ୍ୟା ୨୦,୦୫୧ ଅଟେ ।[୩] ସେଥି ମଧ୍ୟରୁ ୪୯.୬୯% ଜଣ ପରୁଷ ହୋଇଥିବା ବେଳେ ୫୦.୩୧% ଜଣ ନାରୀ ଅଟନ୍ତି । ପଦ୍ମନାଭପୁରମର ସାକ୍ଷରତା ହାର ୮୧.୯୫% ଅଟେ । ଏହା ଜାତୀୟ ହାର ଠାରୁ ୧୭.୧୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୫% ପ୍ରତିଶତ ପୁରୁଷ ଓ ୩୯.୭୯% ନାରୀ ଅଟନ୍ତି । ୯.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତାମିଲ, ପଦ୍ମନାଭପୁରମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census Info 2011 Final population totals - Kalkulam(05882)". Office of The Registrar General and Census Commissioner, Ministry of Home Affairs, Government of India. 2013. Retrieved 26 January 2014.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]