ପଦ୍ମନାଭପୁରମ
ଦେଖଣା
ପଦ୍ମନାଭପୁରମ
Padmanabhapuram பத்மனாபபுரம் | |
|---|---|
ସହର | |
| ଦେଶ | |
| ରାଜ୍ୟ | ତାମିଲନାଡୁ |
| ଜିଲ୍ଲା | କନ୍ୟାକୁମାରୀ |
| Government | |
| • Type | Second Grade Municipality |
| • Body | Padmanabhapuram Municipality |
| Elevation | 15 m (49 ft) |
| Population (2011)[୧] | |
| • Total | ୨୧,୩୪୨ |
| Time zone | UTC+5:30 (IST) |
| PIN | 629175 |
| ଟେଲିଫୋନ କୋଡ଼ | 04651 |
| ଯାନବାହାନ ପଞ୍ଚୀକରଣ | TN-75 & TN-74 |
ପଦ୍ମନାଭପୁରମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଅବସ୍ଥିତ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପଦ୍ମନାଭପୁରମ ୮.୨୪୭୯ ଉତ୍ତର ଅକ୍ଷାଂଶ ଓ ୭୭.୩୨୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଦ୍ମନାଭପୁରମ ସହରର ମୋଟ ଜନସଂଖ୍ୟା ୨୦,୦୫୧ ଅଟେ ।[୩] ସେଥି ମଧ୍ୟରୁ ୪୯.୬୯% ଜଣ ପରୁଷ ହୋଇଥିବା ବେଳେ ୫୦.୩୧% ଜଣ ନାରୀ ଅଟନ୍ତି । ପଦ୍ମନାଭପୁରମର ସାକ୍ଷରତା ହାର ୮୧.୯୫% ଅଟେ । ଏହା ଜାତୀୟ ହାରଠାରୁ ୧୭.୧୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୧୫% ପ୍ରତିଶତ ପୁରୁଷ ଓ ୩୯.୭୯% ନାରୀ ଅଟନ୍ତି । ୯.୭୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତାମିଲ, ପଦ୍ମନାଭପୁରମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census Info 2011 Final population totals - Kalkulam(05882)". Office of The Registrar General and Census Commissioner, Ministry of Home Affairs, Government of India. 2013. Retrieved 26 January 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.