ନିର୍ମଳ ଚନ୍ଦ୍ର ରାଉତ
ଦେଖଣା
(Nirmal Chandra Routରୁ ଲେଉଟି ଆସିଛି)
ନିର୍ମଳ ଚନ୍ଦ୍ର ରାଉତ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ନାଟ୍ୟକାର ଅଭିନେତା ନିର୍ଦ୍ଦେଶକ |
ନିର୍ମଳ ଚନ୍ଦ୍ର ରାଉତ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ କଳାକାର, ଗୀତକାର ଓ ନିର୍ଦ୍ଦେଶକ, ଯିଏକି ୨୦୨୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛନ୍ତି ।[୨] ସେ ଦୂରଦର୍ଶନରେ ପ୍ରସାରିତ କ୍ଷୁଦ୍ର ନାଟକ, ଧାରାବାହିକ ଆଦିର ନିର୍ଦ୍ଦେଶନା ଦେଇଛନ୍ତି ।
ରଚିତ ନାଟକ
[ସମ୍ପାଦନା]- ଶ୍ୟାମଳ ସନ୍ଧ୍ୟା
- ମୂକସାକ୍ଷୀ କୋଣାର୍କ
- ଅଶ୍ରୁ ଅନେକ ଶିଖାର
- କାରୁବାକି
- ଦେବକୀ ନନ୍ଦନ
- ଜୟ ଜଗନ୍ନାଥ
- ମିତା ଅପା
- ଅଲୋଡ଼ା
- ଝଡ଼ା ଶ୍ରାବଣ
- ମଉଳା କଇଁ
ଅଭିନୀତ ନାଟକ
[ସମ୍ପାଦନା]- ମୂକସାକ୍ଷୀ କୋଣାର୍କ (ବିଶୁ ମହାରଣା ଭୂମିକାରେ)[୩]
- ଶ୍ୟାମଳ ସନ୍ଧ୍ୟା (ଡାକ୍ତର ଭୂମିକାରେ)
ପ୍ରକାଶିତ ପୁସ୍ତକ
[ସମ୍ପାଦନା]- ଶ୍ୟାମଳ ସନ୍ଧ୍ୟା
- ମାଟି ଲଣ୍ଠନ
- ଦୂର ପାହାନ୍ତି
- ଶଗଡ଼ର ହେଡ୍ଲାଇଟ୍
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (ଲୋକନାଟ୍ୟ), ୨୦୨୦[୪][୫][୬]
ଆଧାର
[ସମ୍ପାଦନା]- ↑ Ray, Pramod Kumar (4 September 2021). "ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନାଟ୍ୟଶ୍ରୀଙ୍କୁ ବହୁ ଅଭିନନ୍ଦନ". ଭଦ୍ରକ. Archived from the original on 27 October 2023. Retrieved 27 October 2023.
- ↑ Sahoo, Pradeep (27 August 2021). "Odisha Sangeet Natak Akademi Awards Announced For 2019 & 2020" (in English). Bhubaneswar. Archived from the original on 27 October 2023. Retrieved 27 October 2023.
{{cite news}}
:|archive-date=
/|archive-url=
timestamp mismatch; 12 ସେପ୍ଟେମ୍ବର 2023 suggested (help)CS1 maint: unrecognized language (link) - ↑ "Pranam Odisha: Actor Nirmal Chandra Rout". NandighoshaTV. 14 September 2021. Retrieved 27 October 2023.
- ↑ Ray, Pramod Kumar (27 August 2021). "ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ୨୦୧୯ ଓ ୨୦୨୧ ମସିହା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ". ଓଡ଼ିଆ ପୁଅ. ଭଦ୍ରକ. Archived from the original on 27 October 2023. Retrieved 27 October 2023.
{{cite news}}
:|archive-date=
/|archive-url=
timestamp mismatch; 27 ଅଗଷ୍ଟ 2021 suggested (help) - ↑ "Odisha Sangeet Natak Akademi's Top Honours For Anant Mahapatra & Kumkum Mohanty" (in English). Bhubaneswar. 28 August 2021. Archived from the original on 27 October 2023. Retrieved 27 October 2023.
{{cite news}}
:|archive-date=
/|archive-url=
timestamp mismatch; 28 ଅଗଷ୍ଟ 2021 suggested (help)CS1 maint: unrecognized language (link) - ↑ "Odisha Sangeet Natak Akademi awards announced for 2019 and 2020: Complete list here". Kalinga TV (in Indian English). Bhubaneswar. 27 August 2021. Archived from the original on 27 October 2023. Retrieved 27 October 2023.
{{cite news}}
:|archive-date=
/|archive-url=
timestamp mismatch; 8 ଅକ୍ଟୋବର 2023 suggested (help)