ନେରାଟିନିବ
Clinical data | |
---|---|
Trade names | Nerlynx, Hernix |
Synonyms | HKI-272 |
AHFS/Drugs.com | monograph |
MedlinePlus | a617034 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.241.512 |
Chemical and physical data | |
Formula | C30H29ClN6O3 |
Molar mass | ୫୫୭.୦୫ g·mol−1 |
3D model (JSmol) | |
| |
| |
(verify) |
ନେରାଟିନିବ (ଇଂରାଜୀ ଭାଷାରେ Neratinib), ନେରଲିନକ୍ସ ଏହାର ବେପାର ନାମ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।| [୩] [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅସ୍ତ୍ରୋପଚାର ଏବଂ ଟ୍ରାଷ୍ଟୁଜୁମାବ ବ୍ୟବହାର ପରେ ଏଚଇଆର୨ ଯୁକ୍ତାତ୍ମକ (HER2) ଏବଂ ହରମୋନ୍-ରିସେପ୍ଟର ଯୁକ୍ତାତ୍ମକ କେସ୍ ପାଇଁ ବ୍ୟବହୃତ ହୁଏ | [୧] ଏହା ପାଟିରେ ଦିଆଯାଏ ।[୪]
ତରଳ ଝାଡ଼ା ପ୍ରାୟ ସମସ୍ତ ଲୋକଙ୍କୁ ପ୍ରଭାବିତ କରିଥାଏ । [୧] ଅନ୍ୟାନ୍ୟ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ପେଟ ଯନ୍ତ୍ରଣା, ରାସ, ପ୍ରଦାହିତ ପାଟି ଏବଂ ମାଂସପେଶୀ ସ୍ପାମ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏଇଆର୨ (HER2), ଏଇଆର୪ (HER4), ଏବଂ ଇଜିଏଫଆର (EGFR) ଇତ୍ୟାଦି ଅବରୋଧ କରିଥାଏ ।[୪]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେରାଟିନିବ ଅନୁମୋଦିତ ହୋଇଥିଲା ।[୪] [୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ନିମନ୍ତେ ମାସକୁ ୧୯,୨୦୦ ଡଲାର ଖର୍ଚ୍ଚ ହେଉଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ପାଉଣ୍ଡ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nerlynx EPAR". European Medicines Agency (EMA). Archived from the original on 20 November 2020. Retrieved 13 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Nerlynx 40 mg Film-coated Tablets - Summary of Product Characteristics (SmPC)". (emc). Archived from the original on 28 October 2021. Retrieved 13 November 2020.
- ↑ ୩.୦ ୩.୧ "Nerlynx- neratinib tablet". DailyMed. 6 August 2020. Archived from the original on 18 November 2020. Retrieved 13 November 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Neratinib Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 12 November 2021.
- ↑ "Nerlynx Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 12 November 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 1035. ISBN 978-0857114105.