Jump to content

ନେରାଟିନିବ

ଉଇକିପିଡ଼ିଆ‌ରୁ
ନେରାଟିନିବ
Clinical data
Trade namesNerlynx, Hernix
SynonymsHKI-272
AHFS/Drugs.commonograph
MedlinePlusa617034
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Identifiers
    • (2E)-N-[4-[[3-Chloro-4-[(pyridin-2-yl)methoxy]phenyl]amino]-3-cyano-7-ethoxyquinolin-6-yl]-4-(dimethylamino)but-2-enamide
    ECHA InfoCard100.241.512 Edit this at Wikidata
    Chemical and physical data
    FormulaC30H29ClN6O3
    Molar mass୫୫୭.୦୫ g·mol−1
    3D model (JSmol)
    • CCOC1=C(C=C2C(=C1)N=CC(=C2NC3=CC(=C(C=C3)OCC4=CC=CC=N4)Cl)C#N)NC(=O)C=CCN(C)C
    • InChI=1S/C30H29ClN6O3/c1-4-39-28-16-25-23(15-26(28)36-29(38)9-7-13-37(2)3)30(20(17-32)18-34-25)35-21-10-11-27(24(31)14-21)40-19-22-8-5-6-12-33-22/h5-12,14-16,18H,4,13,19H2,1-3H3,(H,34,35)(H,36,38)/b9-7+ checkY
    • Key:JWNPDZNEKVCWMY-VQHVLOKHSA-N checkY
      (verify)

    ନେରାଟିନିବ (ଇଂରାଜୀ ଭାଷାରେ Neratinib), ନେରଲିନକ୍ସ ଏହାର ବେପାର ନାମ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।| [] [] ନିର୍ଦ୍ଦିଷ୍ଟ ଭାବରେ ଏହା ଅସ୍ତ୍ରୋପଚାର ଏବଂ ଟ୍ରାଷ୍ଟୁଜୁମାବ ବ୍ୟବ‌ହାର ପରେ ଏଚଇଆର୨ ଯୁକ୍ତାତ୍ମକ (HER2) ଏବଂ ହରମୋନ୍-ରିସେପ୍ଟର ଯୁକ୍ତାତ୍ମକ କେସ୍ ପାଇଁ ବ୍ୟବହୃତ ହୁଏ | [] ଏହା ପାଟିରେ ଦିଆଯାଏ ।[]

    ତରଳ ଝାଡ଼ା ପ୍ରାୟ ସମସ୍ତ ଲୋକଙ୍କୁ ପ୍ରଭାବିତ କରିଥାଏ । [] ଅନ୍ୟାନ୍ୟ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକ୍କା, ପେଟ ଯନ୍ତ୍ରଣା, ରାସ, ପ୍ରଦାହିତ ପାଟି ଏବଂ ମାଂସପେଶୀ ସ୍ପାମ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଯାହା ଏଇଆର୨ (HER2), ଏଇଆର୪ (HER4), ଏବଂ ଇଜିଏଫଆର (EGFR) ଇତ୍ୟାଦି ଅବରୋଧ କରିଥାଏ ।[]

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେରାଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହା ନିମନ୍ତେ ମାସକୁ ୧୯,୨୦୦ ଡଲାର ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୫୦୦ ପାଉଣ୍ଡ ।[]

    1. "Nerlynx 40 mg Film-coated Tablets - Summary of Product Characteristics (SmPC)". (emc). Archived from the original on 28 October 2021. Retrieved 13 November 2020.
    2. 1 2 "Nerlynx- neratinib tablet". DailyMed. 6 August 2020. Archived from the original on 18 November 2020. Retrieved 13 November 2020.
    3. 1 2 3 4 5 6 "Nerlynx EPAR". European Medicines Agency (EMA). Archived from the original on 20 November 2020. Retrieved 13 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 3 4 5 "Neratinib Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 12 November 2021.
    5. "Nerlynx Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 April 2021. Retrieved 12 November 2021.
    6. BNF 81: March-September 2021. BMJ Group and the Pharmaceutical Press. 2021. p. 1035. ISBN 978-0857114105.