Jump to content

ନେହା ଚୌହାନ

ଉଇକିପିଡ଼ିଆ‌ରୁ
(Neha Chauhanରୁ ଲେଉଟି ଆସିଛି)
ନେହା ଚୌହାନ
ଲଭ୍ ସେକ୍ସ ଔର୍ ଧୋକାର କାର୍ଯ୍ୟକ୍ରମରେ ନେହା
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ

ନେହା ଚୌହାନ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ, କଥାଚିତ୍ର ଏବଂ ତେଲୁଗୁ ତଥା ତାମିଲ କଥାଚିତ୍ର ଜଗତରେ କାମ କରନ୍ତି । ସେ ଲଭ୍ ସେକ୍ସ ଔର୍ ଧୋକା (୨୦୧୦) ଓ ଜି କୁତ୍ତା ସେ (୨୦୧୫) ଭଳି କଥାଚିତ୍ରରେ ଅଭିନୟ ପାଇଁ ଜଣାଶୁଣା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ନେହା ନାଇଜେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ପରେ, ଫରିଦାବାଦ ଆସିଥିଲେ । ଅଭିନୟ ପାଇଁ ମୁମ୍ବାଇ ଯିବା ପୂର୍ବରୁ, ସେ ମଧ୍ୟ ପ୍ରଦେଶଇନ୍ଦୋରରେ ଅଧିକାଂଶ ଦିନ କାଟିଛନ୍ତି ।[]

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ ଆଧାର
୨୦୧୦ ଲଭ୍ ସେକ୍ସ ଔର୍ ଧୋକା ରଶ୍ମି ହିନ୍ଦୀ ପ୍ରଥମ (ହିନ୍ଦୀ) କଥାଚିତ୍ର []
୨୦୧୩ ଗିକ୍ ଆଉଟ୍ ଦି ଗାର୍ଲ ଇଂରାଜୀ କ୍ଷୁଦ୍ର ଚଳଚ୍ଚିତ୍ର
୨୦୧୪ ୟାନ୍ ଇଶା ତାମିଲ ପ୍ରଥମ ତାମିଲ କଥାଚିତ୍ର
2014 ୟୁଧ୍ ଅରୁଣା ହିନ୍ଦୀ ସୋନି ଟିଭି ସିରିଜ୍
୨୦୧୫ ଜି କୁତ୍ତା ସେ କିରଣ ହରିୟାଣୀ ହିନ୍ଦୀ [][][]
୨୦୧୬ ଏ ବିଲିଅନ୍ କଲର୍ ଷ୍ଟୋରୀ ଦିବ୍ୟା ଇଂରାଜୀ ହିନ୍ଦୀ []
୨୦୧୮ ତିନ୍ ପେହେଲିୟାଁ ମୋନିକା ହିନ୍ଦୀ ଆନ୍ଥେଲୋଜି ଫିଲ୍ମ
ହୋପ୍ ଔର୍ ହମ୍ ଅଟୋ ଗାର୍ଲ
୨୦୧୯ ଆଭିରି ଲୀନା ତେଲୁଗୁ ପ୍ରଥମ ତେଲୁଗୁ କଥାଚିତ୍ର []
୨୦୨୧ କାଗଜ ସାମ୍ବାଦିକା ସୋନିଆ ହିନ୍ଦୀ

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଭାଷା ପ୍ଲାଟଫର୍ମ ଆଧାର
୨୦୧୬ ଇଟ୍‌ସ୍ ନଟ୍ ଦାଟ୍ ସିମ୍ପଲ୍ ଅନିକା ହିନ୍ଦୀ ଭୁଟ୍
୨୦୧୬ ହ୍ୟୁମରସ୍‌ଲି ୟୋର୍‌ସ୍ ପ୍ରାଚୀ ଇଂରାଜୀ ହିନ୍ଦୀ ଜୀ୫
୨୦୧୮ ଶଇତାନ ହାବେଲି ପ୍ରାର୍ଥନା ହିନ୍ଦୀ ଆମାଜନ ପ୍ରାଇମ ଭିଡିଓ
୨୦୧୯ ଇନ୍‌ସାଇଡ୍ ଏଡ୍‌ଜ୍ ଶିଖା ହିନ୍ଦୀ ଇଂରାଜୀ
୨୦୨୧–ଏବେଯାଏଁ ମହାରାଣୀ କଳ୍ପନା କୌଲ ହିନ୍ଦୀ ସୋନି ଲିଭ୍ []
୨୦୨୨–୨୦୨୩ ରକେଟ୍ ବଏଜ୍ କମଳା ଚୌଧୁରୀ [୧୦][୧୧][୧୨]
  1. "WHAT A FIND". The Indian Express (in ଇଂରାଜୀ). 28 March 2010. Retrieved 13 July 2023.
  2. "Neha Chauhan: I am enjoying acting but itching to direct". Hindustan Times (in ଇଂରାଜୀ). 10 September 2022. Archived from the original on 27 May 2023. Retrieved 27 May 2023.
  3. "The Role Call".
  4. ishanair (15 June 2017). "Neha Chauhan Goes An Extra Mile For G Kutta Se". Urban Asian (in ଆମେରିକୀୟ ଇଂରାଜୀ). Retrieved 2 July 2023.
  5. "G Kutta Se movie review: A powerful film, a subject that needs constant revision". The Indian Express (in ଇଂରାଜୀ). 16 June 2017. Archived from the original on 27 May 2023. Retrieved 27 May 2023.
  6. "Movie Review: G Kutta Se". filmfare.com (in ଇଂରାଜୀ). Archived from the original on 27 May 2023. Retrieved 27 May 2023.
  7. "A BILLION COLOUR STORY | IFFLA" (in ଆମେରିକୀୟ ଇଂରାଜୀ). Archived from the original on 20 June 2023. Retrieved 20 June 2023.
  8. "'Love Sex Aur Dhoka' star Neha Chauhan forays into Telugu cinema with Ravi Babu's Aviri". The Times of India. 25 September 2019. ISSN 0971-8257. Archived from the original on 4 June 2023. Retrieved 14 June 2023.
  9. "Neha Chauhan, Anuja Sathe join cast of 'Maharani 2'". The Times of India. 30 July 2022. ISSN 0971-8257. Archived from the original on 26 April 2023. Retrieved 27 May 2023.
  10. "Explained: The story of the men celebrated by 'Rocket Boys'". daijiworld.com (in ଇଂରାଜୀ). Archived from the original on 27 May 2023. Retrieved 28 May 2023.
  11. "How do people binge through show after show without taking a break to think about what they have watched?". The Economic Times. 5 March 2022. ISSN 0013-0389. Archived from the original on 28 May 2023. Retrieved 28 May 2023.
  12. "Rocket Boys Season 2 review: A montage of hope and courage, the personal and political". The Federal (in ଆମେରିକୀୟ ଇଂରାଜୀ). 21 March 2023. Archived from the original on 27 May 2023. Retrieved 27 May 2023.

ବାହାର ଲିଙ୍କ୍

[ସମ୍ପାଦନା]