Jump to content

ନାରାଟ୍ରିପଟାନ

ଉଇକିପିଡ଼ିଆ‌ରୁ
(Naratriptanରୁ ଲେଉଟି ଆସିଛି)
ନାରାଟ୍ରିପଟାନ
Clinical data
Trade namesAmerge, Naramig, others
AHFS/Drugs.commonograph
MedlinePlusa601083
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability74%
    MetabolismLiver
    Elimination half-life5-8 hours
    ExcretionKidney
    Identifiers
    • N-methyl-2-[3-(1-methylpiperidin-4-yl)-1H-indol-5-yl]ethanesulfonamide
    ECHA InfoCard100.121.501 Edit this at Wikidata
    Chemical and physical data
    FormulaC17H25N3O2S
    Molar mass୩୩୫.୪୭ g·mol−1
    3D model (JSmol)
    • O=S(=O)(NC)CCc3ccc1c(c(c[nH]1)C2CCN(C)CC2)c3
    • InChI=1S/C17H25N3O2S/c1-18-23(21,22)10-7-13-3-4-17-15(11-13)16(12-19-17)14-5-8-20(2)9-6-14/h3-4,11-12,14,18-19H,5-10H2,1-2H3 checkY
    • Key:AMKVXSZCKVJAGH-UHFFFAOYSA-N checkY
      (verify)

    ନାରାଟ୍ରିପଟାନ (ଇଂରାଜୀ ଭାଷାରେ Naratriptan), ଆମେରଜ୍ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଇ ଏକ ଔଷଧ ଯାହା ଅଧକପାଳି ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହାକୁ ପ୍ରତିଷେଧକ ଭାବେ ବ୍ୟବହାର କରାଯାଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଲୁଆ, ଅଇ, ନିଦ୍ରାଳୁ ଭାବ ଏବଂ ଥକାପଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କରୋନାରୀ ଭାସୋସ୍ପାଜ୍ମ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ, ସେରୋଟୋନିନ୍ ସିଣ୍ଡ୍ରୋମ, ଆନାଫାଇଲାକ୍‌ସିସ ଏବଂ ଅତ୍ୟଧିକ ଔଷଧର ସେବନ ଜନିତ ମୁଣ୍ଡବ୍ୟଥା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଟ୍ରିପଟାନ୍ ଯାହା ଏକ ସିଲେକ୍ଟିଭ୍ (୫-ଏଚଟି<sub id="mwHg">୧</sub>) 5-HT<sub id="mwHg">1</sub> ରିସେପ୍ଟର ଆଗୋନିଷ୍ଟ ଭାବରେ କାମ କରେ ।[]

    ୧୯୮୭ ମସିହାରେ ନାରାଟ୍ରିପଟାନ ପେଟେଣ୍ଟ୍ ହୋଇଥିଲେ ଏବଂ ୧୯୯୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୬ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୩ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ ।[]

    1. 1 2 3 4 5 6 "Naratriptan Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 11 November 2021.
    2. "Naratriptan (Amerge) Use During Pregnancy". Drugs.com (in ଇଂରାଜୀ). Archived from the original on 25 November 2020. Retrieved 12 November 2021.
    3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 531. ISBN 978-3-527-60749-5. Archived from the original on 2020-10-23. Retrieved 2021-10-24.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 501. ISBN 978-0857114105.
    5. "Naratriptan Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 11 November 2021.