Jump to content

ନନ୍ଦକିଶୋର ସାମଲ

ଉଇକିପିଡ଼ିଆ‌ରୁ
(Nanada Kishor Samalରୁ ଲେଉଟି ଆସିଛି)
ନନ୍ଦକିଶୋର ସାମଲ
ଜନ୍ମ(1925-06-12)୧୨ ଜୁନ ୧୯୨୫
କୁସୁପୁର, କଟକ
ମୃତ୍ୟୁ୧୯ ମଇ ୨୦୦୩(2003-05-19) (ବୟସ ୭୭)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି
ନାଟ୍ୟକାର
ଶିଶୁ ସାହିତ୍ୟିକ
ପିତାମାତାହରେକୃଷ୍ଣ ସାମଲ
ପଦ୍ମାବତୀ ସାମଲ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨

ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫ - ୧୯ ମେ ୨୦୦୩), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[] ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ ।[] ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ଜୀବନୀ

[ସମ୍ପାଦନା]

ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁସୁପୁରଠାରେ ଜନ୍ମଗ୍ରହଣ କରିଥିଲେ ।[][] ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।[]

ରଚନାବଳୀ

[ସମ୍ପାଦନା]

ପ୍ରକାଶିତ ଶିଶୁ କବିତାବଳୀ:

  • ଗୁଣ୍ଡୁଚିମୂଷାର ପିଠିରେ ଗାର (୧୯୬୪)
  • ସରଗଫୁଲ (୧୯୭୯)
  • ମୁଁ କହିବି କଥାଟିଏ ତୁ କହିବୁ ହୁଁ (୧୯୮୫)
  • ମତେ ଯେତେବେଳେ ଦଶ ବରଷ (୧୯୯୦)
  • ଆମେ ଏ ମାଟିର ସୁନାଫରୁଆ (୧୯୯୧)
  • ସିଏ ମୁଁ ତୁମେ (୧୯୯୨)
  • ଆମ ଲାଗି ଯିଏ ଶହୀଦ ହେଲେ (୧୯୯୨)
  • ହସି ହସାଇବା ଧରା (୧୯୯୩)
  • ଅଜା ପଚାରିଲେ ଆଈକି (୨୦୦୩)

ଅନ୍ୟାନ୍ୟ:

  • ପଲ୍ଲୀକବି (ରୂପକ) ୧୯୭୬
  • ମର୍ତ୍ତ୍ୟମଣ୍ଡଳେ ଦେହ ବହି (ରେଡ଼ିଓ ନାଟକ) ୧୯୮୭
  • ଶଗଡ଼ିଆ କଥା (ଶିଶୁ ଗପ) ୨୦୦୨
  • ନନ୍ଦ କିଶୋର ସାମଲ ରଚନାବଳୀ, ଭାଗ ୧ (୨୦୦୭)

ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨[] (ମତେ ଯେତେବେଳେ ଦଶ ବରଷ)
  • ଗୋକର୍ଣ୍ଣିକା ସମ୍ମାନ
  • ଝୁମୁକା ପୁରସ୍କାର[]
  1. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 47–. ISBN 978-81-8450-151-3.
  2. Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 2020-02-16. Retrieved 2020-06-12.
  4. Orissa Reference: Glimpses of Orissa. TechnoCAD Systems. 2001.
  5. "A-Z of Publisher Entries" (PDF). odishaculture.gov.in/. Culture Dept. Govt of Odisha. Archived from the original (PDF) on 24 November 2019. Retrieved 12 June 2020.
  6. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  7. "ODISHA SAHITYA ACADEMY AWARDED BOOKS AND WRITERS" (PDF). Odisha Reference Manual (2011): 92–99. Archived from the original (PDF) on 8 July 2019. Retrieved 12 June 2020.
  8. "ଆମ ଘରର କବି ନନ୍ଦକିଶୋର". www.samajalive.in/. ସମାଜ. Archived from the original on 12 June 2020. Retrieved 12 June 2020.