ନାଲଡେମେଡାଇନ
| Clinical data | |
|---|---|
| Trade names | Symproic, Rizmoic |
| Synonyms | S-297,995 |
| AHFS/Drugs.com | monograph |
| MedlinePlus | a617031 |
| data |
|
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Protein binding | 93–94% |
| Metabolism | primarily CYP3A4 |
| Elimination half-life | 11 hrs |
| Excretion | Urine, feces |
| Identifiers | |
| |
| Chemical and physical data | |
| Formula | C32H34N4O6 |
| Molar mass | ୫୭୦.୬୫ g·mol−1 |
| 3D model (JSmol) | |
| |
| |
ନାଲଡେମେଡାଇନ (ଇଂରାଜୀ ଭାଷାରେ Naldemedine) ସିମ୍ପ୍ରୋଏକ୍ ଏବଂ ରିଜମୋୟିକ୍ ଦ୍ୱୟ ବେପାର ନାମ, ହେଉଛି ଏକ ଔଷଧ ଯାହାକି କ୍ରନିକ୍ ଅଣ-କର୍କଟ ରୋଗରେ ହେଉଥିବା ଯନ୍ତ୍ରଣାରେ ଓପିଓଏଡ ପ୍ରଭାବିତ କୋଷ୍ଠକାଠିନ୍ୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେତେବେଳେ ରେଚକ ଔଷଧ ପ୍ରଭାବଶାଳୀ ନଥାଏ ସେତେବେଳେ ଏହା ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ କଷ୍ଟ, ଅଇ ଓ ତରଳ ଝାଡ଼ା ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟାରେ ପାକଅନ୍ତନଳୀ ଛିଦ୍ର, ଆଲର୍ଜି ଓ ଓପିଓଏଡ ପ୍ରତ୍ୟାହାର ହୋଇପାରେ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ଅସ୍ପଷ୍ଟ ଅଟେ ।[୩] ଏହା ପ୍ରାନ୍ତୀୟ କ୍ରିୟାକାରୀ μ-ଓପିଓଏଡ ରିସେପ୍ଟର ଯାହା ଅନ୍ତନଳୀରେ ରିସେପ୍ଟର ସହିତ ଓପିଓଏଡ ଅନୁବନ୍ଧିତ ହେବାକୁ ପ୍ରତିରୋଧ କରେ ।[୨] ଏହା ସାଧାରଣତଃ ଯନ୍ତ୍ରଣା ପରିଚାଳନାକୁ ପ୍ରଭାବିତ କରେନି ।[୪]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନାଲଡେମେଡାଇନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୩୩୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୪୨ ପାଉଣ୍ଡ ହୋଇଥାଏ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Naldemedine Monograph for Professionals". Drugs.com (in ଇଂରାଜୀ). Archived from the original on 8 June 2021. Retrieved 11 November 2021.
- ↑ ୨.୦ ୨.୧ ୨.୨ "Rizmoic". Archived from the original on 29 December 2019. Retrieved 11 November 2021.
- ↑ "Naldemedine (Symproic) Use During Pregnancy". Drugs.com (in ଇଂରାଜୀ). Archived from the original on 27 October 2020. Retrieved 11 November 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 70. ISBN 978-0857114105.
- ↑ "Symproic Prices, Coupons & Savings Tips - GoodRx". GoodRx. Archived from the original on 15 November 2021. Retrieved 11 November 2021.