ମୁକୁନ୍ଦରାଓ ପେଡଗାଓଁକର
ଦେଖଣା
(Mukundrao Pedgaonkarରୁ ଲେଉଟି ଆସିଛି)
ମୁକୁନ୍ଦରାଓ ପେଡଗାଓଁକର | |
---|---|
ଜନ୍ମ | ୧୮୯୭ ପେଡଗାଓଁ, ପର୍ଭାନୀ |
ମୃତ୍ୟୁ | ୬ ଜାନୁଆରୀ ୧୯୯୦ | (୯୩ ବର୍ଷ)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଓକିଲ ସମାଜସେବୀ ରାଜନେତା |
ପ୍ରସିଦ୍ଧି | ଭାରତୀୟ ସ୍ୱାଧୀନତା ଆନ୍ଦୋଳନ, ତେଲେଙ୍ଗାନା ବିଦ୍ରୋହ |
ରାଜନୈତିକ ଦଳ | ହାଇଦ୍ରାବାଦ ରାଜ୍ୟ କଂଗ୍ରେସ ଭାରତୀୟ ଜାତୀୟ କଂଗ୍ରେସ |
ମୁକୁନ୍ଦରାଓ ପେଡଗାଓଁକର (ମରାଠୀ: :मुकुंदराव) (୧୮୯୭ – ୧୯୯୦), ଜଣେ ଭାରତୀୟ ଆଇନଜୀବୀ ତଥା ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଶେଷ ନିଜାମଙ୍କ ସମୟରେ ତେଲେଙ୍ଗାନା ବିଦ୍ରୋହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ହାଇଦ୍ରାବାଦ ରାଜ୍ୟ କଂଗ୍ରେସର ମୁଖ୍ୟ ନେତା ଥିଲେ ।
ମୃତ୍ୟୁ
[ସମ୍ପାଦନା]୧୯୯୦ ମସିହାର ଜାନୁଆରୀ ୬ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Mukundrao Pedgaonkar - Alchetron, The Free Social Encyclopedia". Alchetron.com (in ଆମେରିକୀୟ ଇଂରାଜୀ). 2016-01-18. Retrieved 2023-08-16.