ମେଘା ଧାଡ଼େ
ଦେଖଣା
(Megha Dhadeରୁ ଲେଉଟି ଆସିଛି)
ମେଘା ଧାଡ଼େ | |
|---|---|
୨୦୧୯ରେ ମେଘା | |
| ଜନ୍ମ | ୨୨ ମଇ[୧] ଜଳଗାଁ, ମହାରାଷ୍ଟ୍ର, ଭାରତ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ପ୍ରଯୋଜିକା |
| ସକ୍ରିୟ ବର୍ଷ | ୨୦୦୪ - ଏବେଯାଏଁ |
| ରାଜନୈତିକ ଦଳ | ଭାରତୀୟ ଜନତା ପର୍ଟି (୨୦୨୨ - ଏବେଯାଏଁ) |
| ବୈବାହିକ-ସାଥୀ |
ଆଦିତ୍ୟ ପୱାସକର (m. ୨୦୧୩) |
| ସନ୍ତାନ | 2 |
ମେଘା ଧାଡ଼େ ଜଣେ ଭାରତୀୟ ଅଭିନେତ୍ରୀ । ୨୦୧୮ ମସିହାରେ, ସେ ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ଓ ବିଜୟୀ ହୋଇଥିଲେ ।[୨] ବିଗ୍ ବସ୍ ୧୨ରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମହାରାଷ୍ଟ୍ର ଜଳଗାଁଠାରେ ମଇ ୨୨ରେ, ସେ ଜନ୍ମଗ୍ରହଣ କରିଥିଲେ ।[୪] ସେ ଆଦିତ୍ୟ ପୱାସକରଙ୍କୁ ବିବାହ କରିଛନ୍ତି ।[୫][୬]
ଅଭିନୟ ଜୀବନ
[ସମ୍ପାଦନା]ସେ କିସ୍ ଦେଶ୍ ମୈ ହୈ ମେରା ଦିଲ୍ ଓ କସ୍ତୁରୀ ଭଳି ହିନ୍ଦୀ ଧାରାବାହିକରେ କାମ କରିଛନ୍ତି ।[୭] ୨୦୧୨ ମସିହାରେ, ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଡିଡି ନ୍ୟାସନାଲ୍ରେ ପ୍ରସାରିତ ହିନ୍ଦୀ ଧାରାବାହିକ ପେହଚାନ୍ରେ ସେ କାମ କରିଥିଲେ ।[୮] ୨୦୧୮ ମସିହାରେ, ସେ ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ କାମ କରିଥିଲେ ।[୯] ସେହିବର୍ଷ, ସେ ବିଗ୍ ବସ୍ ୧୨ରେ ଅଂଶଗ୍ରହଣ କରିଥିଲେ ।[୧୦]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭାଷା | ଭୂମିକା | ମନ୍ତବ୍ୟ |
|---|---|---|---|---|
| ୨୦୦୯ | ମାନ ସମ୍ମାନ | ମରାଠୀ | ||
| ୨୦୧୧ | ସୁପର୍ଷ୍ଟାର୍ | |||
| ୨୦୧୨ | ମେଟର୍ | [୧୧] | ||
| ୨୦୧୬ | ଏକ୍ ହୋତି ରାନୀ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭାଷା | ଭୂମିକା | ମନ୍ତବ୍ୟ |
|---|---|---|---|---|
| ୨୦୦୪ | କସୌଟି ଜିନ୍ଦେଗୀ କେ | ହିନ୍ଦୀ | ||
| ୨୦୦୮ | ପେହଚାନ | ସୁନୈନା | ||
| ୨୦୦୯ | କସ୍ତୁରୀ | ସଚି | ||
| ୨୦୧୪ | ଝୁଞ୍ଜ ମରାଠମୋଲି | ମରାଠୀ | ପ୍ରତିଯୋଗୀ | |
| ୨୦୧୮ | ବିଗ୍ ବସ୍ ମରାଠୀ ୧ | ନିଜେ | ବିଜୟୀ ପ୍ରତିଯୋଗୀ | |
| ଅସ୍ସାଲ ପହୁନେ ଇର୍ସାଲ ନମୁନେ | ଅତିଥି କଳାକାର | |||
| ବିଗ୍ ବସ୍ ୧୨ | ହିନ୍ଦୀ | |||
| ଏକ୍ଦମ୍ କଡ଼କ୍ | ମରାଠୀ | |||
| ୨୦୧୯ | ବିଗ୍ ବସ୍ ମରାଠୀ ୩ | |||
| ୨୦୨୦ | ଆଜ କେ ସ୍ପେଶାଲ୍ | ଶିବ ଠାକ୍ରେଙ୍କ ସହିତ | ||
| ୨୦୨୧ | ବିଗ୍ ବସ୍ ମରାଠୀ ୩ | [୧୨] |
ଆଧାର
[ସମ୍ପାଦନା]- ↑ "Actress Sai Lokur wishes Megha Dhade a very happy birthday". The Times of India. 2020-05-22. ISSN 0971-8257. Retrieved 2023-06-03.
- ↑ "Bigg Boss Marathi winner Megha Dhade: Sai was my biggest competitor". The Times of India. 23 July 2018.
- ↑ "Bigg Boss 12: Bigg Boss Marathi winner Megha Dhade enters the show as wild card contestant".
- ↑ "Actress Sai Lokur wishes Megha Dhade a very happy birthday - Times of India". The Times of India (in ଇଂରାଜୀ). Retrieved 9 February 2021.
- ↑ "Bigg Boss Marathi Exclusive: Megha Dhade's husband Aditya talks about the actress and her game". The Times of India. 22 July 2018.
- ↑ "Bigg Boss Marathi: From Getting Pregnant Before Marriage To Sleeping On A Railway Platform, A Quick Look At Megha Dhade's Journey". The Times of India. 24 April 2018.
- ↑ "Meet Bigg Boss 12 wild card contestant Megha Dhade". The Indian Express. 23 October 2018.
- ↑ "Pehchaan". indiantelevision.com. Archived from the original on 19 February 2015. Retrieved 19 November 2017.
- ↑ "Bigg Boss Marathi: Megha Dhade wins the trophy". The Times of India. 23 July 2018.
- ↑ "Bigg Boss 12 evicted contestant Megha Dhade: Deepak Thakur is a disgusting guy". 9 December 2018.
- ↑ "Review: 'Matter' (Marathi)". DNA. Retrieved 19 November 2017.
- ↑ "Bigg Boss Marathi 3: BB Marathi 1 winner Megha Dhade and former contestant Resham Tipnis to appear on the show - Times of India". The Times of India (in ଇଂରାଜୀ). 24 October 2021. Retrieved 24 October 2021.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ମେଘା ଧାଡ଼େ
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ମେଘା ଧାଡ଼େ