Jump to content

ମେଘା ଧାଡ଼େ

ଉଇକିପିଡ଼ିଆ‌ରୁ
ମେଘା ଧାଡ଼େ
୨୦୧୯ରେ ମେଘା
ଜନ୍ମ୨୨ ମଇ[୧]
ପେଷାsଅଭିନେତ୍ରୀ, ପ୍ରଯୋଜିକା
କାର୍ଯ୍ୟକାଳ୨୦୦୪ - ଏବେଯାଏଁ
ଜୀବନସାଥୀ
ଆଦିତ୍ୟ ପୱାସକର
​
(m. ୨୦୧୩)​
Children2

ମେଘା ଧାଡ଼େ ଜଣେ ଭାରତୀୟ ଅଭିନେତ୍ରୀ । ୨୦୧୮ ମସିହାରେ, ସେ ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ଓ ବିଜୟୀ ହୋଇଥିଲେ ।[୨] ବିଗ୍ ବସ୍ ୧୨ରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ ।[୩]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମହାରାଷ୍ଟ୍ର ଜଳଗାଁଠାରେ ମଇ ୨୨ରେ, ସେ ଜନ୍ମଗ୍ରହଣ କରିଥିଲେ ।[୪] ସେ ଆଦିତ୍ୟ ପୱାସକରଙ୍କୁ ବିବାହ କରିଛନ୍ତି ।[୫][୬]

ଅଭିନୟ ଜୀବନ

[ସମ୍ପାଦନା]

ସେ କିସ୍ ଦେଶ୍ ମୈ ହୈ ମେରା ଦିଲ୍ ଓ କସ୍ତୁରୀ ଭଳି ହିନ୍ଦୀ ଧାରାବାହିକରେ କାମ କରିଛନ୍ତି ।[୭] ୨୦୧୨ ମସିହାରେ, ସେ ମରାଠୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଡିଡି ନ୍ୟାସନାଲ୍‌ରେ ପ୍ରସାରିତ ହିନ୍ଦୀ ଧାରାବାହିକ ପେହଚାନ୍‌ରେ ସେ କାମ କରିଥିଲେ ।[୮] ୨୦୧୮ ମସିହାରେ, ସେ ବିଗ୍ ବସ୍ ମରାଠୀର ପ୍ରଥମ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ କାମ କରିଥିଲେ ।[୯] ସେହିବର୍ଷ, ସେ ବିଗ୍ ବସ୍ ୧୨ରେ ଅଂଶଗ୍ରହଣ କରିଥିଲେ ।[୧୦]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭାଷାଭୂମିକାମନ୍ତବ୍ୟ
୨୦୦୯ମାନ ସମ୍ମାନ ମରାଠୀ
୨୦୧୧ସୁପର୍‌ଷ୍ଟାର୍
୨୦୧୨ମେଟର୍[୧୧]
୨୦୧୬ଏକ୍ ହୋତି ରାନୀ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷଧାରାବାହିକଭାଷାଭୂମିକାମନ୍ତବ୍ୟ
୨୦୦୪କସୌଟି ଜିନ୍ଦେଗୀ କେ ହିନ୍ଦୀ
୨୦୦୮ପେହଚାନସୁନୈନା
୨୦୦୯କସ୍ତୁରୀସଚି
୨୦୧୪ଝୁଞ୍ଜ ମରାଠମୋଲିମରାଠୀ ପ୍ରତିଯୋଗୀ
୨୦୧୮ବିଗ୍ ବସ୍ ମରାଠୀ ୧ ନିଜେ ବିଜୟୀ ପ୍ରତିଯୋଗୀ
ଅସ୍ସାଲ ପହୁନେ ଇର୍ସାଲ ନମୁନେ ଅତିଥି କଳାକାର
ବିଗ୍ ବସ୍ ୧୨ହିନ୍ଦୀ
ଏକ୍‌ଦମ୍ କଡ଼କ୍ ମରାଠୀ
୨୦୧୯ ବିଗ୍ ବସ୍ ମରାଠୀ ୩
୨୦୨୦ ଆଜ କେ ସ୍ପେଶାଲ୍ ଶିବ ଠାକ୍‌ରେଙ୍କ ସହିତ
୨୦୨୧ ବିଗ୍ ବସ୍ ମରାଠୀ ୩ [୧୨]
  1. ↑ "Actress Sai Lokur wishes Megha Dhade a very happy birthday". The Times of India. 2020-05-22. ISSN 0971-8257. Retrieved 2023-06-03.
  2. ↑ "Bigg Boss Marathi winner Megha Dhade: Sai was my biggest competitor". The Times of India. 23 July 2018.
  3. ↑ "Bigg Boss 12: Bigg Boss Marathi winner Megha Dhade enters the show as wild card contestant".
  4. ↑ "Actress Sai Lokur wishes Megha Dhade a very happy birthday - Times of India". The Times of India (in ଇଂରାଜୀ). Retrieved 9 February 2021.
  5. ↑ "Bigg Boss Marathi Exclusive: Megha Dhade's husband Aditya talks about the actress and her game". The Times of India. 22 July 2018.
  6. ↑ "Bigg Boss Marathi: From Getting Pregnant Before Marriage To Sleeping On A Railway Platform, A Quick Look At Megha Dhade's Journey". The Times of India. 24 April 2018.
  7. ↑ "Meet Bigg Boss 12 wild card contestant Megha Dhade". The Indian Express. 23 October 2018.
  8. ↑ "Pehchaan". indiantelevision.com. Archived from the original on 19 February 2015. Retrieved 19 November 2017.
  9. ↑ "Bigg Boss Marathi: Megha Dhade wins the trophy". The Times of India. 23 July 2018.
  10. ↑ "Bigg Boss 12 evicted contestant Megha Dhade: Deepak Thakur is a disgusting guy". 9 December 2018.
  11. ↑ "Review: 'Matter' (Marathi)". DNA. Retrieved 19 November 2017.
  12. ↑ "Bigg Boss Marathi 3: BB Marathi 1 winner Megha Dhade and former contestant Resham Tipnis to appear on the show - Times of India". The Times of India (in ଇଂରାଜୀ). 24 October 2021. Retrieved 24 October 2021.

ବାହାର ଲିଙ୍କ୍

[ସମ୍ପାଦନା]